-ଧର୍ମପ୍ରାଣା ମହିଳାଙ୍କ ପରଲୋକ-
ନୂଆପଡା(ଓମ୍ ପ୍ରକାଶ ଚୌଧୁରୀ):ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ବସବାସ କରୁଥିବା ସର୍ଗତ ସୁଧାଂଶୁଶେଖର ପ୍ରଧାନଙ୍କ ସହ ଧର୍ମିଣୀ ଦେବକୀ ପ୍ରଧାନ ବୟସ (78) ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପ୍ରାଣ ଶାନ୍ତ ଶିଷ୍ଠ ମହିଳା ଥିଲେ । ତାଙ୍କର ମୃତ୍ୟୁରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ଶିକ୍ଷକ ଅଶ୍ୱନି ପ୍ରଧାନ ଙ୍କ ମାତା ହୋଇଥିବା ବେଳେ ଆଜି ଖଡ଼ିଆଳ ସ୍ଥିତ ସ୍ଥାନୀୟ ସ୍ୱଶାନ ଘାଟରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ ହୋଇଯାଇଛି ।