ଗଣ୍ଡାହାତୀ ଗ୍ରାମରେ ଘଟ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ । ଆର,ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମରେ ମା ମାହେଶ୍ୱରୀ ଙ୍କ ଘଟ ଯାତ୍ରା ମେ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇ ଜୁନ ମାସ ୩ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଅନୁଷ୍ଠିତ ହେବ । ଗ୍ରାମର ପରମ୍ପରା ଅନୁସାରେ ବିଶୋଇ ବଂଶର ଦାୟାଦ ଈଶ୍ୱର ଚନ୍ଦ୍ର ବିଶୋଇ ଶୁଭ ଖୁଣ୍ଟି ସ୍ଥାପନ କରିଥିଲେ । ଯାତ୍ରା କମିଟି ସଭାପତି ଅଶୋକ ଦଳାଇ , ଉପ ସଭାପତି ସୁକୁଟା ମଣ୍ଡଳ , କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ସଙ୍କିଲି , ବିନୋଦ ବିଶୋଇ , ଚନ୍ଦ୍ରଶେଖର ଦଳାଇ , ଦମ୍ବୁରୁ ପାଇକ , ପ୍ରମୋଦ ବିଡ଼ିକି, ସାଗର ଦଳାଇ , ଗଣେଷ ବିଶୋଇ , ଜିତେନ୍ଦ୍ର ପରିଛା, ଶିବ ବେହେର ଦଳାଇ , ବାବୁ ଘଡାଇ , ପିଣ୍ଟୁ ଗୌଡ଼ , ବୟୋଜ୍ୟେଷ୍ଠ ବ୍ୟକ୍ତି କାଳିଆ ପରିଛା , ଜୟନ୍ତ ସିଂ ପରିଛା , ମାଧବ ଦଳାଇ ଙ୍କ ସହ ଗ୍ରାମର ମହିଳା ମାନେ ଉପସ୍ଥିତ ଥିଲେ । ପୁରୋହିତ ଗୌରାଙ୍ଗ ପଣ୍ଡା ରୀତି ନୀତି ଅନୁସାରେ ପୂଜାପାଠ କରିଥିଲେ ।
Related Posts
ଟ୍ରକ୍ କୁ ପିଟିଲା କାର୍, ଗୁରୁତର ଦମ୍ପତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଗଞ୍ଜାମ ଥାନା ଅର୍ନ୍ତଗତ ଶଙ୍ଖ ନୁଆ ଗାଁ ପୋଲ ଉପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛପଟୁ ଗୋଟିଏ ଚାରିଚକିଆ ଯାନ ପିଟି ହୋଇ…
ରିପୋର୍ଟ କାର୍ଡ଼ ପ୍ରଦାନ କଲେ ରାୟଗଡ଼ା ବିଧାୟକ ଆପାଲସ୍ୱାମୀ ତିନି ଅଧିବେଶନରେ ୨୫୪ଟି ପ୍ରଶ୍ନ, ଉତ୍ତର ପାଇଛନ୍ତି ୧୫୪
ରିପୋର୍ଟ କାର୍ଡ଼ ପ୍ରଦାନ କଲେ ରାୟଗଡ଼ା ବିଧାୟକ ଆପାଲସ୍ୱାମୀ ତିନି ଅଧିବେଶନରେ ୨୫୪ଟି ପ୍ରଶ୍ନ, ଉତ୍ତର ପାଇଛନ୍ତି ୧୫୪ ରାୟଗଡ଼ା- ପ୍ରଥମ ଥର ବିଧାୟକ ହେବା ପରେ…
ଆଉ ୪ ଦିନ ମାଁ ବୁଢ଼ୀ ଠାକୁରାଣୀଙ୍କର ଯାତ୍ରା
ଆଉ ୪ ଦିନ ମାଁ ବୁଢ଼ୀ ଠାକୁରାଣୀଙ୍କର ଯାତ୍ରା,,, ଗତ ଏପ୍ରିଲ ୩ ତାରିଖ ମଧ୍ୟ ରାତ୍ରୀରେ ମାଁ ବୁଢ଼ୀ ଠାକୁରାଣୀ ଶାଶୁ ଘରୁ ମାଁ ଘର…