ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋଏଲ କଂ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପିଏମଶ୍ରୀ ବିଦ୍ୟାଳୟ ମାନ୍ୟତା ପରେ ଉନ୍ନୟନ କାର୍ଯ୍ୟ ର ପରିଦର୍ଶନ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲାପାଳ ଆଦିତ୍ୟ ପ୍ରସାଦ ଗୋଏଲ ଆଜି ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପିଏମଶ୍ରୀ ମାନ୍ୟତା ଘୋଷଣା ହେବା ପରେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ କୁ ପରିଦର୍ଶନ ଆସି ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ । ଏହି ସମୟରେ ବିଦ୍ୟାଳୟ ର ଏସଏମସି ଚେୟାରମ୍ଯାନ ରାସେଶ୍ୱରୀ ଭୋଇ, ଭେଡେନ ବିଡିଓ ତ୍ରିପୁର ମହାନଂଦ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ଭୋଇ, ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ପଞ୍ଚଶଖା ସେତୁ ତଥା ଆଲୁମିନୀ ର ଉପସଭାପତି ଗଂଗାଧର ମେହେର, କୋଷାଧ୍ୟକ୍ଷ ଶିବ ପ୍ରସାଦ ଖମାରୀ, ହରମୋହନ ସେଠ, ଗଣେଶ ଭୋଇ, ବଲରାମ ବାଗ, ସତ୍ୟବାନ ପାତ୍ର, ଯୋଗେଶ୍ବର ସାହୁ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ଗୋଏଲ ୧୦୦ ଶଯ୍ୟା ବିଶିଷ୍ଟ ଏସସି ଛାତ୍ରାବାସ, ସାପ୍ତାହିକ ବଜାର ଇତ୍ୟାଦି ପରିଦର୍ଶନ କରିଥିଲେ।ପରିଶେଷରେ ବାଳବାଟିକା ର ତିନି ଜଣ ଛାତ୍ରଛାତ୍ରୀ କୁଂ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।