୫ରେ ସୃଷ୍ଟି ହେବ ଲଘୁଚାପ
ଭୁବନେଶ୍ୱର: ସେପ୍ଟେମ୍ବର ୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ।ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହେବ ପ୍ରବଳ ବର୍ଷା।ଆସନ୍ତା ୮ ଯାଏଁ ବର୍ଷା ନେଇପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group