୩୦ ପେଟି ବିୟର ଜବତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସଦର ଥାନା ପଦରବାଲିରୁ ୩୦ ପେଟି ବିୟର ଓ ୩ ପେଟି ବିଦେଶୀ ମଦ ଜବତ କରାଯାଇଛି।ହୋଲି ପାଇଁ ଷ୍ଟକ୍ ଥିଲା ବିୟର ଓ ମଦ। ଚଢ଼ାଉ କରି ଅବକାରୀ ସ୍କ୍ବାଡ୍ ଜଣଙ୍କୁ ଅଟକ ରଖିଥିବା ସୂଚନା।
The Information Media (ସୂଚନା ଏବଂ ସମ୍ବାଦ).
Vasundhara Information and Media Group (HAPPY HOLI )