୨/୪ ଦିନରେ ଆସିବ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ

୨/୪ ଦିନରେ ଆସିବ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ

ଭୁବନେଶ୍ୱର: ୨/୪ ଦିନରେ ଆସିବ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ମନ୍ତ୍ରୀ କହିଛନ୍ତି ଯେ ଜିପିଆର୍‌ ସର୍ଭେ ରିପୋର୍ଟ ଦୁଇ ଚାରି ଦିନ ଭିତରେ ଆସିବ। ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ।ଚଟାଣ ତଳେ କିମ୍ବା କାନ୍ଥରେ ରତ୍ନ ଥିବା ସ୍ପଷ୍ଟ ହେଲେ ସରକାର ନିଷ୍ପତ୍ତି ନେବେ।ଯଦି କିଛି ନାହିଁ, ରିପୋର୍ଟ ଆସିବା ପରେ ଏଏସ୍‌ଆଇ ମରାମତି କରିବ।

Leave a Reply

Your email address will not be published. Required fields are marked *