୨ ଜଣ ଫେରାର, ଦୁର୍ଘଟଣାଗ୍ରସ୍ତ ବାଇକରୁ ୧୦ କିଲୋ ଗଞ୍ଜେଇ ଜବତ ।ଆର,ଉଦୟଗିରି (ମନୋଜ କୁମାର ପାଢୀ୨୦/୫/:ଗଜପତି ଜିଲ୍ଲା ମୋହନା ଥାନା ରାଇସିଂ ଛକରୁ ଏକ ବାଇକ ସହ ପୋଲିସ ଗଞ୍ଜେଇ ଜବତ କରିଛି । ପୋଲିସ ସୂଚନା ଦେଇଛି ଯେ, ମୋହନା ଥାନା ଏସଆଇ ଜୟନ୍ତୀ ପୂର୍ତି ଓ ଟିମ ପେଟ୍ରାଲଙ୍ଗି କରୁଥିବାବେଳେ ଏକ ବାଇକ ରାଇଣ୍ଡିଂ ଛକରେ ଦୁର୍ଘଟଣାଗସ୍ତ ହେଇଥିଲା. ଦୁର୍ଘଟଣା ପରେ ବାଇକ ଚାଳକ ସହ ତାର ସହଯୋଗୀ ଫେରାର ହେଇଥିଲେ. ହେଲେ ଘଟଣା ସ୍ଥଳରେ ପୋଲିସ ଯାଞ୍ଚ କରିବାରୁ ବାଇକରୁ ୧୦ କିଲୋ ଗଞ୍ଜେଇ ଜବତ କରିଥିଲା. ପୋଲିସ ମୋହନା ଥାନାରେ ଏନେଇ ମକଦ୍ଦମା ରୁଜୁ କରିବା ସହ ଫେରାର ୨ ଜଣଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଥିବା ଜଣାଯାଇଛି ।
Related Posts

କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ ।
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ । ଆର, ଉଦୟଗିରି(ମନୋଜ କୁମାର ପାଢୀ/୩/୭/ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି…

ଫୁଲବାଣୀ ଠାରେ ସମତା ଓ ଅନ୍ତର୍ନିବେଶି ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ ଠାରେ ସମତା ଓ ଅନ୍ତର୍ନିବେଶି ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ କନ୍ଧମାଳ : (ରିପୋର୍ଟ କୁନା ଦିଗାଲ ) ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନ…

ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ
ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ଗଜପତି, (ମନୋଜ ପାଢୀ):ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ…