୨୩ ରେ ଆସିବ ବାତ୍ୟା

୨୩ ରେ ଆସିବ ବାତ୍ୟା

ଭୁବନେଶ୍ୱର: ଅକ୍ଟୋବର ୨୩ ତାରିଖରେ ବଙ୍ଗୋପସାଗରରେ ଆସିବ ବାତ୍ୟା। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ ଓ ୨୨ ରେ ଏହା ଅବପାତ ରୂପ ନେଇପାରେ। ଅକ୍ଟୋବର ୨୩ ରେ ଏହା ବାତ୍ୟାରେ ପରିଣତ ହୋଇପାରେ। ତେବେ ୨୪ ତାରିଖ ସକାଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟରରୁ ଅଧିକ ରହିପାରେ। ଅକ୍ଟୋବର ୨୪ ଓ ୨୪ ରେ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *