ନୂଆଦିଲ୍ଲୀ:୨୦୨୬ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବ ମାଓ ସମସ୍ୟା । ଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକରେ ଆଜି ପୁଣି ଏ ଟାର୍ଗେଟ୍କୁ ଦୋହରାଇବା ସହ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟାସ୍କ ବି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବାକୁ ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ।
Related Posts

ଶୀତ ଅଧିବେଶନରେ ‘ୱାନ ନେସନ, ୱାନ ଇଲେକ୍ସନ’ ପାସ୍ ହୋଇପାରେ!
‘ୱାନ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ଆଜି ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ‘ୱାନ ନେସନ, ୱାନ ଇଲେକ୍ସନ’…

ଆମେରିକା ବାୟୁସେନା ସିରିଆରେ ଥିବା ଆତଙ୍କବାଦୀ ଶିବିର ଉପରେ ଦୁଇଟି ବଡ଼ ଧରଣର ଆକ୍ରମଣ କରିଛି।
ଲେବାନନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ସିରିଆରେ ଏୟାରଷ୍ଟ୍ରାଇକ୍ କରିଛି । ଆମେରିକା ବାୟୁସେନା ସିରିଆରେ ଥିବା ଆତଙ୍କବାଦୀ…

ଅନ୍ତର୍ଜାତୀୟ ଟେନିସ ବଲ କ୍ରିକେଟ୍ ଚମ୍ପିୟନସିପରେ ସୁନାମ ଅର୍ଜନ କରି ଅଞ୍ଚଳର ଗୌରବ ଆଣିଲେ ପ୍ରିତମ୍ ପ୍ରଧାନ
ଅନ୍ତର୍ଜାତୀୟ ଟେନିସ ବଲ କ୍ରିକେଟ୍ ଚମ୍ପିୟନସିପରେ ସୁନାମ ଅର୍ଜନ କରି ଅଞ୍ଚଳର ଗୌରବ ଆଣିଲେ ପ୍ରିତମ୍ ପ୍ରଧାନ….. କନ୍ଧମାଳ :- ୦୬/୦୧/୨୦୨୫-( ରିପୋର୍ଟ କୁନା ଦିଗାଲ )ନେପାଳ…