ୟୁଥ ୱାରୀୟର ସଂଗଠନ ତରଫରୁ ପୁଲବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି କନ୍ଧମାଳ : (ରିପୋର୍ଟ କୁନା ଦିଗାଲ ) ଟିକାବାଲି ବ୍ଳକ ନିକଟରେ ଥିବା ଟିକାବାଲି ମେଡିକାଲ ଛକ ଠାରେ ପୁଲବାମା ସହିଦ ଙ୍କ ସ୍ମୃତିଚାରଣ ଉଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଅଛି I ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ସି ଆର ପି ଏଫ ସୁବେଦାର ମେଜର ଶ୍ରୀଯୁକ୍ତ ଶାନ୍ତନୁ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସହିଦ ଙ୍କ ସ୍ମୃତିଚାରଣ କଲେ I ଏଥିସହ ଅନ୍ୟ ସମ୍ମାନିତ ଅତିଥି ମଧ୍ୟରେ ଟିକାବାଲି ଥାନା ପ୍ରଭାରୀ ଶ୍ରୀ ରବୀନ୍ଦ୍ର ହେମ୍ବ୍ରମ, ଟିକାବାଲି କଲେଜ ଅଧକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତି, ପୂର୍ବତନ ସେନା ଅଧିକାରୀ ଶ୍ରୀଯୁକ୍ତ ଭ୍ରମର ବର ଦିଗାଳ, କଇଁଝର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ପ୍ରକାଶ କହଁର, ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ, ୟୁଥ ୱାରୀୟାର ଟିକାବାଲି ବ୍ଲକ ସଭାପତି ଶ୍ରୀଯୁକ୍ତ ରାଜକିଶୋର ପ୍ରଧାନ, ଯୁବ ସାଂସ୍କୃତିକ ପରିଷଦ ସଭାପତି ଶ୍ରୀଯୁକ୍ତ ପିଣ୍ଟୁ ସାହୁ, ସମ୍ପାଦକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ, ସି ଆର ସି ସି ଅରବିନ୍ଦ ମହାପାତ୍ର, ସାମ୍ବାଦିକ ଶ୍ରୀଯୁକ୍ତ ହେମନ୍ତ କୁମାର ମୁଖି,ଅଭିଷେକ, ଦ୍ବିତିକୃଷ୍ଣ ପାତ୍ର, ଗଣେଶ ସାହୁ,ଶିବ ପ୍ରସାଦ ପ୍ରଧାନ, ଦେବାଶିଷ ସାମନ୍ତରାୟ,ଦେବି ପ୍ରସାଦ ପଣ୍ଡା, ପ୍ରତ୍ୟୁଷ ନାୟକ, ଟୁକୁନା କହଁର, ଶ୍ରୀଯୁକ୍ତ ପ୍ରଦୀପ ଦିଗାଳ ସହ ଅନେକ ଯୁବ ଯୋଗଦେଇଥିଲେ I ପ୍ରଥମେ ଦୀପ ଓ କ୍ୟାଣ୍ଡାଲ ଜାଳି ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା I ଏହା ପରେ ସମସ୍ତ ବରଣ୍ୟ ଅତିଥି ସହିଦ ଙ୍କ ସ୍ମୃତି ଚାରଣ କରିଥିଲେ I
Related Posts

ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର
*ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର* *ଗୁରୁତର ଯୁବକଙ୍କ ପରିଚୟ ମିଳି ପାରିନାହିଁ* ସୁନ୍ଦରଗଡ ଜିଲ୍ଲା ସ୍ଥିତ ବିରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ସଂଲଗ୍ନ ହରିହରପୁର…

ଫେବୃଆରୀ ୯ରେ ବାରବାଟୀରେ ଆୟୋଜିତ ହେବ ଭାରତ-ଇଂଲଣ୍ଡ ୱାନ୍ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ
ଫେବୃଆରୀ ୯ରେ ବାରବାଟୀରେ ଆୟୋଜିତ ହେବ ଭାରତ-ଇଂଲଣ୍ଡ ୱାନ୍ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ ; ଫେବୃଆରୀ ୨ ରୁ ଅନଲାଇନରେ ବିକ୍ରି ହେବ ୪୦୦୦ ଟିକେଟ…

କନ୍ଧମାଳ : ସ୍ୱର୍ଗତ ଏବିଡିଓ ଙ୍କ ବାପା ମା ପାଳିଲେ ନାତିଆ ର ବାର୍ଷିକ ଜନ୍ମଦିନ.. ଶିକ୍ଷୟିତ୍ରୀ ବହୁ ବୃଦ୍ଧ ବୃଦ୍ଧା ଶାଶୁ-ଷସୁର ଙ୍କୁ ନିର୍ଯାତନା ଦେଇ ବାପଘରେ କାଟୁଛିଦିନ
କନ୍ଧମାଳ : ସ୍ୱର୍ଗତ ଏବିଡିଓ ଙ୍କ ବାପା ମା ପାଳିଲେ ନାତିଆ ର ବାର୍ଷିକ ଜନ୍ମଦିନ.. ଶିକ୍ଷୟିତ୍ରୀ ବହୁ ବୃଦ୍ଧ ବୃଦ୍ଧା ଶାଶୁ-ଷସୁର ଙ୍କୁ ନିର୍ଯାତନା ଦେଇ…