ହାର୍ଡକୋର ମାଓବାଦୀ ଶୁକ୍ରବାର ଦିନ ପୁଲିସ ନିକଟରେ ଆତ୍ମସମର୍ପଣ

ମାଲକାନଗିରି: ହାର୍ଡକୋର ମାଓବାଦୀ ଶୁକ୍ରବାର ଦିନ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ପୁରସ୍କାର ଘୋଷିତ ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଞ୍ଜନେୟ ବୈଷ୍ଣବଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ମାଓ ସଂଗଠନର ଆଗଧାଡିର ନେତା ଟିକେଶ ଓରଫ ଟିକେଶ୍ବର ବଟ୍ଟି ଏବଂ ତାଂକ ପତ୍ନୀ ପ୍ରମିଳା ଓରଫ ଗଣେଶୀ।ସୀମାନ୍ତ ଛତିଶଗଡର ଧମତରୀ ପୁଲିସକୁ ମିଳିଛି ପୁଣି ଏକ ସଫଲତା।

Leave a Reply

Your email address will not be published. Required fields are marked *