ହାତୀ ଯୋଗୁଁ ଅତିଷ୍ଠ ହେଲେଣି ଗାଁ ଲୋକ। ଦନ୍ତାହାତୀଟି ଲୋକଙ୍କ ନିଦ ହଜେଇ ଦେଇଛି। ହାତୀ ଭୟରେ ଗାଁର କିଛି ଲୋକ ଘର ଉପରେ ରାତି କାଟୁଛନ୍ତି।ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତାହାତୀର ଉତ୍ପାତ। ଦେଓଗାଁ, ଶୁଣ୍ଢୀକୋଣ, କୁଲ ସାହି, ସିଂ ଟୋଲା ଅଞ୍ଚଳରେ ଘର ଭାଙ୍ଗିବା ସହିତ ଆସବା ପାତ୍ର ନଷ୍ଟ କରିଥିବା ଅଭିଯୋଗ।
Related Posts

ପୁରୀରେ ଶ୍ରୀଜିଉଙ୍କଦର୍ଶନକଲେଅନନ୍ତ ଅମ୍ବାନୀ ମନ୍ଦିର ଉନ୍ନତିକରଣ ପାଇଁ ୨କୋଟି ୫୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି |
ରିଲାଏନ୍ସ ଭେନ୍ଚର ଲିମିଟେଡ୍ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ.ବିବାହ ପୂର୍ବରୁ ଦ୍ବିତୀୟ ଥର ମହାପ୍ରଭୁଙ୍କୁ କଲେ ଦର୍ଶନ | ପୁରୀରେ ସେବାୟତ ଓ ପ୍ରଶାସନିକ ଅଧିକାରୀ କଲେ ସ୍ବାଗତ…

-ଦୀପ୍ତିମୟୀ ବାରିକ ଜିଲ୍ଲା କୃଷି ଅଧିକାରୀ ଦାୟିତ୍ବ ନେଲେ-
-ଦୀପ୍ତିମୟୀ ବାରିକ ଜିଲ୍ଲା କୃଷି ଅଧିକାରୀ ଦାୟିତ୍ବ ନେଲେ- ନୂଆପଡ଼ା (ଓମ ପ୍ରକାଶ ଚୌଧୁରୀ)ଶ୍ରୀମତୀ ଦୀପ୍ତିମୟୀ ବାରିକ ଆଜି କୃଷି ଜିଲ୍ଲା ଅଧିକାରୀ ଭାବରେ ଖଡ଼ିଆଳ କୃଷି…

ବରିଷ୍ଠ କଳାକାର ଙ୍କୁ ସମ୍ବର୍ଦ୍ଧନା।
ବରିଷ୍ଠ କଳାକାର ଙ୍କୁ ସମ୍ବର୍ଦ୍ଧନା। ଗଞ୍ଜାମ:କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶଙ୍କୁ ବ୍ରାହ୍ମଣଛାଇ…