ହରତାଲ ଡାକରା ପ୍ରତ୍ୟାହାର କଲା ବିଜେଡି

ହରତାଲ ଡାକରା ପ୍ରତ୍ୟାହାର କଲା ବିଜେଡି

ଭୁବନେଶ୍ଵର: ବିଜେଡି ପକ୍ଷରୁ ସେପ୍ଟେମ୍ବର ୨୪ ତାରିଖରେ ଭୁବନେଶ୍ବରରେ ହେବାକୁ ଥିବା ୬- ଘଣ୍ଟିଆ ହରତାଲ ଡାକରା ପ୍ରତ୍ୟାହୃତ କରାଯାଇଛି।
ନିରପେକ୍ଷ ତଦନ୍ତ ପାଇଁ ଓଡ଼ିଶା ସରକାର ନିର୍ଦ୍ଦେଶ ଦେବାରୁ ହରତାଲ ଡାକରା ପ୍ରତ୍ୟାହାର କରିଛି ବିଜେଡି।
ଭରତପୁର ଥାନା ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ।

ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ନ୍ୟାୟିକ ତଦନ୍ତ କରାଯିବ।

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।

Leave a Reply

Your email address will not be published. Required fields are marked *