ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଭେଟିଲେ ପୂର୍ବତନ ପରଳା ବିଧାୟକ. ଗଜପତି(ମନୋଜ ପାଢୀ/୨୮/୧୦/୨୪ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଓ କାଶୀନଗର ବ୍ଲକ ଅଧିନସ୍ଥ ଖାଣ୍ଡବ ପଞ୍ଚାୟତର ନାଏବ ସରପଞ୍ଚ ସତୀଶ କୁମାର ପାରଳାଖେମୁଣ୍ଡି ଭଳି ଏକ ପୁରୁଣା ସହରରେ ସାଧାରଣ ଲୋକ ମାନେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି ସେମାନଙ୍କନିମନ୍ତେ ଉଚ୍ଚ କୋଟିର ମେଡିକାଲ ସୁବିଧା ପହଞ୍ଚେଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କ ସହ ସାକ୍ଷାତ କରି ଏହି ଅଞ୍ଚଳରେ ଏକ ଉନ୍ନତ ମାନର ମେଡିକାଲ କଲେଜର ସ୍ଥାପନା ଏବଂ ସବୁ ମେଡିକାଲ ରେ ଏକ ଵିଶେସଜ୍ଞ ଡକ୍ଟରଙ୍କୁ ନିଯୁକ୍ତି ଦେବା ପାଇଁ କହିଥିଲେ ।
Related Posts

ଡିଭାଇଡରକୁ ବାଡୋଇ ହୋଇ ଦୁଇ ଯୁବକ ଗୁରୁତର!
ଡିଭାଇଡରକୁ ବାଡୋଇ ହୋଇ ଦୁଇ ଯୁବକ ଗୁରୁତର! ଗଞ୍ଜାମ:ଗତକାଲି ସନ୍ଧ୍ୟାରେ ହିଞ୍ଜିଳି ପୋଚିଲିମା ଛକରେ ଏକ ଦୁର୍ଘଟଣା ଘଟି ଦୁଇଜଣ ଯୁବକ କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ…

ସେମିଳିଗୁଡା ଆମ ଓଡିଶା ଓ ସମ୍ବାଦ ସାହିତ୍ଯ ଘର ତରଫରୁ ନିଶା ନିବାରଣ ବ୍ରତ ଓ ରକ୍ଷା ବନ୍ଧନ।
ସେମିଳିଗୁଡା ଆମ ଓଡିଶା ଓ ସମ୍ବାଦ ସାହିତ୍ଯ ଘର ତରଫରୁ ନିଶା ନିବାରଣ ବ୍ରତ ଓ ରକ୍ଷା ବନ୍ଧନ। ସେମିଳିଗୁଡାସ୍ଥିତ ସମ୍ବାଦ ସାହିତ୍ଯ ଘର ତରଫରୁ ଆମ…

ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ
ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ…