ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଭେଟିଲେ ପୂର୍ବତନ ପରଳା ବିଧାୟକ. ଗଜପତି(ମନୋଜ ପାଢୀ/୨୮/୧୦/୨୪ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଓ କାଶୀନଗର ବ୍ଲକ ଅଧିନସ୍ଥ ଖାଣ୍ଡବ ପଞ୍ଚାୟତର ନାଏବ ସରପଞ୍ଚ ସତୀଶ କୁମାର ପାରଳାଖେମୁଣ୍ଡି ଭଳି ଏକ ପୁରୁଣା ସହରରେ ସାଧାରଣ ଲୋକ ମାନେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି ସେମାନଙ୍କନିମନ୍ତେ ଉଚ୍ଚ କୋଟିର ମେଡିକାଲ ସୁବିଧା ପହଞ୍ଚେଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କ ସହ ସାକ୍ଷାତ କରି ଏହି ଅଞ୍ଚଳରେ ଏକ ଉନ୍ନତ ମାନର ମେଡିକାଲ କଲେଜର ସ୍ଥାପନା ଏବଂ ସବୁ ମେଡିକାଲ ରେ ଏକ ଵିଶେସଜ୍ଞ ଡକ୍ଟରଙ୍କୁ ନିଯୁକ୍ତି ଦେବା ପାଇଁ କହିଥିଲେ ।
Related Posts
ବିଲେଇବେର୍ଣ୍ଣା “ଅଲେଖ ମହିମା ସଂଘ” ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ – ୩୦,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅର୍ଜ୍ଜୁଣ୍ଡା ପଞ୍ଚାୟତ ର ବିଲେଇବେର୍ଣ୍ଣା “ଅଲେଖ ମହିମା ସଂଘ” ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ…
ବାଣ ବିସ୍ଫୋରଣରେ ୪ ଗୁରୁତର, ସମସ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ବାଣ ବିସ୍ଫୋରଣରେ ୪ ଗୁରୁତର, ସମସ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗଞ୍ଜାମ:(ରିପୋର୍ଟ: କୈଳାଶ ଚନ୍ଦ୍ର ଚୌଧୁରୀ)ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଦୀପାବଳୀ ଅମାବାସ୍ୟା ପୁର୍ବରୁ ଅଘଟଣ…
ପିଇବା ପାଣି ପାଇଁ ଡହଳ ବିକଳ ପ୍ରଶାସନ ନୀରବ
ଛତିଝାର ଛକରେ ଜଳ ସଙ୍କଟ,ନଳ କୂପ,ସୋଲାର ଅଚଳ , ଲୋକ ପିଇବା ପାଣି ପାଇଁ ଡହଳ ବିକଳ ପ୍ରଶାସନ ନୀରବ …..———————————କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ…