ମାଲକାନଗିରି: ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳୁଛି। ଚିନ୍ତିଗୁମ୍ଫା ଥାନା ଅଂଚଳର ତୁମାଲପଦର ଜଙ୍ଗଲ-ପାହାଡରେ ଏହି ଘଟଣା ଘଟିଛି। ସୁକମା ଜିଲ୍ଲା ପୁଲିସ, ବସ୍ତର ଫାଇଟରସ୍, ସିଆରପିଏଫ, ଡିଆରଜି ଯବାନ କମ୍ବିଂ ପାଇଁ ତୁମାଲପଦର ଜଂଗଲରେ ପଶିଥିଲେ। ପୁଲିସକୁ ଦେଖି ନକ୍ସଲମାନେ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ଯବାନ ପକ୍ଷରୁ ମଧ୍ୟ ପାଳଟା ଗୁଳିଚାଳନା କରାଯାଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବକୁ ଜବତ କରିଛି।
Related Posts

ଜାତୀୟ ପ୍ରେସ ଦିବସରେ ସମ୍ମାନିତ ହେଲେ ମାଲକାନଗିରି ର ସୁରଜ
-ଜାତୀୟ ପ୍ରେସ ଦିବସରେ ସମ୍ମାନିତ ହେଲେ ମାଲକାନଗିରି ର ସୁରଜ-ରାଜ୍ୟପାଳ କଲେ ସମ୍ମାନିତ -ସାମ୍ବାଦିକ ଭେଟେରାନ୍ ଦିଲୀପ ଶତପଥୀ ସମ୍ମାନରେ ହେଲେ ସମ୍ମାନିତ ଭୁବନେଶ୍ୱର:ଭୁବନେଶ୍ବର ସ୍ଥିତ ଜୟଦେବ…

ଡ଼ଃ ମନମୋହନ ସିଂ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଡ଼ଃ ମନମୋହନ ସିଂ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…… 28/12/2024ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କିଆଙ୍ଗ ଗ୍ରାମ ହାଟ ପଦା ଠାରେ ଅର୍ଥନୀତି ବିଶାରଦ ସଂସ୍କାରବାଦୀ ରାଜନେତା ଜନକ…

ଯବାନଙ୍କ ଗୁଳିରେ ୧୨ ମାଓବାଦୀ ନିପାତ
ଛତିଶଗଡ଼ର ବସ୍ତର ଜଙ୍ଗଲରେ ଗୁଳି ବିନିମୟ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଗୁଳି ବିନିମୟ.ଯବାନଙ୍କ ଗୁଳିରେ ୧୨ ମାଓବାଦୀ ନିପାତ!ସୁକୁମା, ବିଜାପୁର ଓ ତେଲେଙ୍ଗାନା ସୀମାରେ ବଡ ଅପରେସନ…