ଛତିଶଗଡ଼:ସୁରକ୍ଷାକର୍ମୀଙ୍କୁ ମିଳିଛି ବହୁତ ବଡ଼ ସଫଳତା। ଛତିଶଗଡ଼ର ନାରାୟଣପୁର-ଦାନ୍ତେୱାଡ ସୀମାନ୍ତରେ ଥିବା ଗୋଟିଏ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩୬ ନକ୍ସଲ। ଜଙ୍ଗଲ ମଧ୍ୟରୁ ୩୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ତେଣୁ ଆଗକୁ ଆହୁରି ମୃତଦେହ ମିଳିବାର ସମ୍ଭାବନା ରହିଛି। ୩୬ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରାଯାଇଛି।
ସୁରକ୍ଷାକର୍ମୀଙ୍କୁ ମିଳିଛି ବହୁତ ବଡ଼ ସଫଳତା୩୬ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରାଯାଇଛି।
