କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ମାନ୍ୟବର ମନ୍ତ୍ରୀ ଙ୍କ ଦ୍ବାରା ‘ସୁଭଦ୍ରା ସଚେତନତା ରଥ’ର ଶୁଭ ଉଦଘାଟନ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକମାନଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group