ସୁଭଦ୍ରା ଯୋଜନା ବୋଞ୍ଝିତ୍ ମହିଳା ରାସ୍ତା ଅବରୋଧ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- କମିନୀ ସୁଭଦ୍ରା ଯନ୍ତଣା । ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ । ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ । ସୁଭଦ୍ରା ଯୋଜନାରୁ ବଞ୍ଚିତ ଶତାଧିକ ମହିଳା ରାଜ ରାସ୍ତାକୁ ଓଲାଇଛନ୍ତି । ରାୟଗଡ ବ୍ଲକ ଅନ୍ତର୍ଗତ କୁମୂଳାସିଂ ପଞ୍ଚାୟତର ହାତୀବାଡି ଗ୍ରାମର ଶତାଧିକ ମହିଳା ପାରଳାଖେମୁଣ୍ଡି ମୋହନା ଜାତୀୟ ରାଜପଥ ପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ଅନଲାଇନରେ ନିଜର ଆବେଦନ ତଥ୍ୟ ଦାଖଲ କରିବା ସତ୍ତ୍ବେ ମଧ୍ୟ ଆକାଉଣ୍ଟକୁ ସୁଭଦ୍ରା ସହାୟତା ଟଙ୍କା ଆସିନାହିଁ । ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ବରକୁ ଯୋଗାଯୋଗା କରି ଥିଲେ ଗାଁର ମହିଳା । ହେଲ୍ପଲାଇନ ୪ ଏକର ଜମି ରହିଥିବା କୁହା ଯାଇଥିଲା । ତେଣୁ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହା ଯିବା ପରେ ଶତାଧିକ ମହିଳା ରାଜ ରାଜରାସ୍ତାକୁ ଓହ୍ଲାଇ ଥିଲେ । ଖବର ପାଇ ରାୟଗଡ ତହସିଲିଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ମହିଳାମାନେ ରାସ୍ତାକୁ ଆସି ଥିଲେ ଓ ରାସ୍ତାରୋକ କରିଥିଲେ । କାରଣ ବାରମ୍ବାର ସେମାନେ ଫୋରମ୍ ଫିଲସ୍ କରି ଆବେଦନ କରିଛନ୍ତି । ଯାହା ରହିଛି ନିୟମ ତାହାକୁ ସେମାନେ ମାନି ଥିବା କହିଛନ୍ତି । କିନ୍ତୁ ତସତ୍ତ୍ବେ ସୁଭଦ୍ରା ଟଙ୍କା ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିନଥିବା ଅଭିଯୋଗ କରି ରାସ୍ତାରୋକ କରି ଥିଲେ । ମହିଳାମାନଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକରୁ ହଟିଛନ୍ତି ମହିଳା। ସୁଚନା ମିଳୁଛି କି ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । କାରଣ ସେମାନେ ବାରମ୍ବାର ସୁଭଦ୍ରା ଯୋଜନାକୁ ଅପେକ୍ଷା କରି ରହିଛନ୍ତି ।
Related Posts
ଭତ୍ତା ଟଙ୍କା ପାଇଁ ଜେଜେ ମାଆଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା।
ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଭତ୍ତା ଟଙ୍କା ପାଇଁ ଜେଜେ ମାଆଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା।ପୁଲିସ୍ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ…
ଶିଶୁ ଦିବସ ଅବସରରେ କ୍ରାନ୍ତିର ଅଭିନବ ପ୍ରୟାସ
ଶିଶୁ ଦିବସ ଅବସରରେ କ୍ରାନ୍ତିର ଅଭିନବ ପ୍ରୟାସ ” ପିତାମାତାଙ୍କୁ ଶିଶୁ କର୍କଟ ରୋଗ ଉପରେ ସଚେତନ କରିବା ସହ କର୍କଟ ରୋଗରେ ପୀଡିତ ପିଲାମାନେ ଏକାକୀ…
ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ରଥଯାତ୍ରା ହରିଶୟନ ଏକାଦଶୀ ରେ ପ୍ରବଳ ଭିଡ଼
ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ରଥଯାତ୍ରା ହରିଶୟନ ଏକାଦଶୀ ରେ ପ୍ରବଳ ଭିଡ଼ ଗଜପତି :୧୭/୭/୨୦୨୪ ରାଜ୍ୟର ଉପାନ୍ତ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି…