ସୁନାବେଡ଼ା କମ୍ବଟ ସ୍ପୋର୍ଟସ ଏକାଡେମୀ ତରଫରୁ ଏକ ୬ ଦିନିକିଆ ଆତ୍ମନିର୍ଭରଶୀଳ ଶିକ୍ଷା ପ୍ରଦାନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ସୁନାବେଡ଼ା ହାଲ ସ୍ପୋର୍ଟସ କ୍ଲବ ପରିସରରେ ରୁ ୩୦ ମେ ଆରମ୍ଭ ହୋଇ ୪ଜୁନ ରେ ଶେଷ ହୋଇଛି । ୪୮ ଜଣ ପ୍ରତିଭାଗି ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ପାଇଁ ଥିଲେ! କମ୍ବଟ ର ମୁଖ୍ୟ ମିଥୁନ ଚକ୍ରବର୍ତ୍ତୀ ଏହାର ପରିଚାଳନା କରିବା ସହ ଶିକ୍ଷା ପ୍ରଦାନ କରିଥିଲେ
ସୁନାବେଡ଼ା କମ୍ବଟ ସ୍ପୋର୍ଟସ ଏକାଡେମୀ ତରଫରୁ ଏକ ୬ ଦିନିକିଆ ଆତ୍ମନିର୍ଭରଶୀଳ ଶିକ୍ଷା ପ୍ରଦାନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା
