ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ବଡ ସଫଳତା ମିଳିଛି। ସୁକମା ପୁଲିସ ନିକଟରେ ୯ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏହି ନକ୍ସଲମାନଙ୍କ ନାମରେ ୫୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ ମାଓବାଦୀ ଏବଂ ୪ ଜଣ ମହିଳା ମାଓବାଦୀଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଜଣେ ମହିଳା ନକ୍ସଲ ନାମରେ ୨ ଲକ୍ଷ ଏବଂ ଅନ୍ୟ ଦୁଇ ମହିଳା ନକ୍ସଲ ନାମରେ ୧ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା ହୋଇଥିଲା।
Related Posts

ପାରଳା – ଗୁଣୁପୁର ରେଳପଥରେ ପଡ଼ିଲା ବିରାଟ ଗଛ, ରେଳ ଚଳାଚଳ ବାଧାପ୍ରାପ୍ତ
ପାରଳା – ଗୁଣୁପୁର ରେଳପଥରେ ପଡ଼ିଲା ବିରାଟ ଗଛ, ରେଳ ଚଳାଚଳ ବାଧାପ୍ରାପ୍ତ ଗଜପତି (୩୦/୬/୨୦୨୪): ଗଜପତି ଜିଲ୍ଲାରେ ରାସ୍ତା ଓସାର କରିବା ପାଇଁ ପୂର୍ତ୍ତ ବିଭାଗ…

ମୁର୍ଛା ରୋଗରେ ଆକ୍ରାନ୍ତ ଦୁଇ ହୋଷ୍ଟେଲ ଛାତ୍ରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି
ମୁର୍ଛା ରୋଗରେ ଆକ୍ରାନ୍ତ ଦୁଇ ହୋଷ୍ଟେଲ ଛାତ୍ରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି ଆର,ଉଦୟଗିରି(ମନୋଜ କୁମାର ପାଢୀ/27/9/2024 ମୋହନା ବ୍ଳକର ଖଣି ସ୍ଥିତ ଆଶ୍ରମ ଉଛ ବିଦ୍ୟାଳୟ ହଷ୍ଟେଲର…

କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ…