ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କୁ ଆଉ ତ୍ରାହୀ ନାହିଁ। ଯବାନମାନେ ଲଗାତାର ନକ୍ସଲଙ୍କ ପିଛା କରି ସେମାନଙ୍କୁ ଧରାଶାୟୀ କରୁଛନ୍ତି। ଗତ ତିନି ଦିନ ତଳେ ନାରାୟଣପୁର ଏବଂ ଦନ୍ତେୱାଡା ସୀମାନ୍ତରେ ୩୧ ଜଣ ନକ୍ସଲଙ୍କୁ କରିଥିବା ବେଳେ ଏବେ ପୁଣି ସୀମାନ୍ତ ସୁକମାରେ ନକ୍ସଲ ସହ ସାମ୍ନାସାମ୍ନି ହୋଇଛି ପୁଲିସ। ଏହି କ୍ରମରେ ଆଜି ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟରାମ ଥାନା ଅଞ୍ଚଳର କୋଣ୍ଟା ଏବଂ କିଷ୍ଟରାମ ସୀମାନ୍ତ ଜଙ୍ଗଲର ପମଲୁରରେ ନକ୍ସଲ ଓ ପୁଲିସ ମଧ୍ୟରେ ନକ୍ସଲ ଗୁଳିବିନିମୟ ଘଟିଛି।
Related Posts

“Koraput Collector Visits Schools in Kotia, Boosts Student Morale”
Collector, Koraput made a notable visit to Government High School and Odisha Adarsha School in Kotia today, as part of…

ଭଞବିହାର ରାଗିଂ ଘଟଣା ରେ କର୍ତୃପକ୍ଷଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ।
ଭଞବିହାର ରାଗିଂ ଘଟଣା ରେ କର୍ତୃପକ୍ଷଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ “ଭଞବିହାର ” ଶିକ୍ଷାନୁଷ୍ଠାନର ବିଭିନ୍ନ ଛାତ୍ରାବାସ ରେ ରହୁଥିବା କନିଷ୍ଠ ଛାତ୍ର ମାନଙ୍କ ଉପରେ…

ସଂକ୍ରିଡା ପଞ୍ଚାୟତ ର ଯୋଗାଣ ସହାୟକ ବିନୟ କୁମାର ପୁରୋହିତ ଦେହାନ୍ତ ହୋଇଯାଇଛି।
ସଂକ୍ରିଡା ପଞ୍ଚାୟତ ର ଯୋଗାଣ ସହାୟକ ବିନୟ କୁମାର ପୁରୋହିତ ଦେହାନ୍ତ ହୋଇଯାଇଛି।ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଯୋଗାଣ…