ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ଦୁର୍ନୀତି ଗ୍ରାସିଛି। ବିନା ଲାଞ୍ଚରେ କୌଣସି କାମ ହୋଇପାରୁ ନାହିଁ। ଜନସାଧାରଣଙ୍କର ସେବା ପାଇଁ ସରକାର ଲୋକଙ୍କୁ ଚାକିରି ଦେଉଛନ୍ତି। କିନ୍ତୁ ଯେଉଁ ଲୋକମାନେ ଏହି ସରକାରୀ ପଦବିରେ ବସୁଛନ୍ତି ପରିବର୍ତ୍ତୀ ସମୟରେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ ଏହା କହୁଛି। ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ–୨୦୨୪ ଅନୁସାରେ ରାଜ୍ୟରେ ଚଳିତ ବର୍ଷ ୧୮୧ ସରକାରୀ ବାବୁ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ଏଥି ମଧ୍ୟରୁ ୫୦ ଜଣ ହେଉଛନ୍ତି ପ୍ରଥମ ଶ୍ରେଣୀ ଅଧିକାରୀ। ଅନ୍ୟମାନଙ୍କ ମଧ୍ୟରେ ୬ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ପୁଲିସ, ୫ଡାକ୍ତର ଓ ୩ବନ ଅଧିକାରୀ।
Related Posts
ସଡ଼କ ଦୁର୍ଘଟଣାରେ ଯୁବକ ର ମୃତ୍ୟୁ।
ସଡ଼କ ଦୁର୍ଘଟଣାରେ ଯୁବକ ର ମୃତ୍ୟୁ। ଗଞ୍ଜାମ:ବୁଗୁଡ଼ା ଥାନା ଅନ୍ତର୍ଗତ ବଡପଥର ଗ୍ରାମର ଏକ ଲଟାବୁଦା ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଜଣେ ଯୁବକ କୁ…
ଟ୍ରକ ଧକ୍କାରେ ବୁଲେଟ୍ ଚାଳକ ର ବିୟୋଗ।ବ୍ରହ୍ମପୁର ସହର ଉପକଣ୍ଠ ଲାଞିପଲୀ
ଟ୍ରକ ଧକ୍କାରେ ବୁଲେଟ୍ ଚାଳକ ର ବିୟୋଗ।ବ୍ରହ୍ମପୁର ସହର ଉପକଣ୍ଠ ଲାଞିପଲୀ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି। ଏହି କିଛି ଦିନ ପୂର୍ବେ…
ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ମହା ତ୍ରିରଙ୍ଗା ଯାତ୍ରା ପାଳିତ….
ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ମହା ତ୍ରିରଙ୍ଗା ଯାତ୍ରା ପାଳିତ…. କନ୍ଧମାଳ :- (କୁନା ଦିଗାଲଙ୍କ ରିପୋର୍ଟ )ଆସନ୍ତା ୧୫ ଅଗଷ୍ଟ ପାଇଁ ଦେଶର ୭୮ ତମ…