ସମୂହ ଅଣ୍ଡାଦାନ କଲେ ଅଲିଭ ରିଡଲେ କଇଁଛ

ସମୂହ ଅଣ୍ଡାଦାନ କଲେ ଅଲିଭ ରିଡଲେ କଇଁଛ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣରେ ଚଳିତ ବର୍ଷର ଆଜି ପ୍ରଥମ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଭୋର୍ ୪ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରାୟ ୧୦ ହଜାର କଇଁଛ ଅଣ୍ଡା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *