ମାନ୍ୟବର ପରିବାର କଲ୍ୟାଣ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିବେଦନ ସୀମାନ୍ତ ବର୍ତ୍ତ ଅଞ୍ଚଳର ରୋଗି ମାନେ ନିର୍ଭର କରିଥାନ୍ତି ହେଲେ ଏକ ମାତ୍ର ଡାକ୍ତର ଖାନା ଗାଇସିଲେଟରେ ୧୯ଟି ପଞ୍ଚାୟତ ଲୋକ ଅବେଵେଵସ୍ତା କହିଲେ ନ ସରେ ଗାଇସିଲେଟ ର CHC କେନ୍ଦ୍ର ରେ କୌଣସି ସୁବିଧା ନାହିଁ, ନାଁ ଅଛି ଭଲ ବାଥରୁମ ଟିଏ ନାଁ ଭଲ ପାଇଖାନା ଟିଏ ଲୋକ ଙ୍କ ବହୁତ ଅସୁବିଧା ରୋଗି କେମିତି ମୁହଁ ଫେରାଇ ଆଣିବାକୁ ପଡୁଛି ଶୈଚ କରିବାକୁ ଗଲେ କି ଗନ୍ଧ ଯେଉଁଠି ଦେଖିବ ଛେପ ଡାକ୍ତର ଖାନା ପାଲଟିଛି କଦର୍ଯ୍ୟ। ପୁରା ଭାବେ ମେଡ଼ିସିନ ମିଳୁ ପାରୁ ନାହଁ ଲୋକେ ବାହାରେ କିଣୁ ଛନ୍ତି ଲୋକଙ୍କ ପାଇଁ କିଛି ବ୍ୟବସ୍ତା ନାହଁ ସଫେଇ କର୍ମଚାରୀ କେଵେ ଦେଵ ?ସ୍ୱଚ୍ଛତା ଅଭାବ ହେତୁ ଏଠାରେ ସାଧାରଣ ଜନତା ମଧ୍ୟ ରୋଗର ଆକ୍ରାନ୍ତ ହେବେ ଜନସାଧାରଣଙ୍କ ଦାବି ହେଉଛି ସଫେଇ କର୍ମଚାରୀ ଦିଆଯାଉଏଵିଲେବୁଲୁ ମେଡିସିନ ଦିଆହେଉଁ । ଏହି ସମସ୍ୟାର ସମାଧାନ ନିମନ୍ତେ ଆଇନ ଛାତ୍ର ଆଶିଷ ଜ୍ୟୋତିଷ ମାନ୍ୟବର ପରିବାର କଲ୍ୟାଣ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଟୁଇଟ କରିଛନ୍ତି।
