ସତ୍ଯ ନଗର ବିକାଶ ପରିଷଦ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ। ସେମିଳିଗୁଡାର ସତ୍ଯ ନଗରସ୍ଥିିତ ସତ୍ଯ ନଗର ବିକାଶ ପରିଷଦ ତରଫରୁ ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସତ୍ଯ ନଗରରେ ବୃକ୍ଷରୋପଣ କରାଯାଇଥିଲା।ସେମିଳିଗୁଡା ବନ ବିଭାଗରୁ ଅଣାଯାଇଥିବା ଅଁଳା,କୃଷ୍ଣଚୂଡା ,ବାହାଡା, ବାଦାମ,ପବନପ୍ୟାରୀ,କରଂଜ,କୁଂକୁମ, ପ୍ରଭୃତି ଗଛର ଚାରା ଲଗାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୫ଟି ଗଛ ଲଗାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ନୀଳମାଧବ ପାତ୍ର,ଗଣେଶ୍ଵର ପାଣିଗ୍ରାହୀ,ମହିଳାଶାଖା ସଂଯୋଜିକା ସ୍ନିଗ୍ଧାରାଣୀ ମିଶ୍ର, ରତ୍ନାକର ନନ୍ଦ, ଦିଲିିପ ବାଡତ୍ୟା ,ଅନିରୁଦ୍ଧ ଜେନା ପ୍ରମୁଖ ମୂଖ୍ଯ ଭୂମିକା ଗ୍ରହଣ କରିଥିଲେ।ମନୋଜ ପାଣିଗ୍ରାହୀ,ରତ୍ନାକର ଚୌଧୁରୀ,ନୀଳକଣ୍ଠ ଧୀବର, ଟୁକୁନା ସାହୁ,ନୀଳମାଧବ ଦାସ,ମନୋରଞ୍ଜନ ବେହେରା,ସ୍ବରାଜ ରାୟ,ପ୍ରମୋଦ ମହାଲିକ ପ୍ରଭୃତି ସହଯୋଗ କରିଥିଲେ।ଦ୍ବିତୀୟ ପର୍ଯ୍ଯାୟରେ ଆଉ ୧୦୦ ବୃକ୍ଷରୋପଣ ପାଇଁ ଲକ୍ଷ୍ଯ ଧାର୍ଯ୍ଯ କରାଯାଇଛି।ସତ୍ଯ ନଗର ଅଂଚଳ ସହ ସମଗ୍ର ସେମିଳିଗୁଡାକୁ ସବୁଜ ସୁନ୍ଦର କରିବାପାଇଁ ପରିଷଦ ଲକ୍ଷ୍ଯ ରଖିଛି।,ସତ୍ଯ ସାଇ ସେବା ସଂଗଠନ ସହଯୋଗ କରିଥିଲେ।
Related Posts

ଦାରିଙ୍ଗବାଡି ଠାରେ ନୂତନ ପେନଶନ ଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କନ୍ଧମାଳ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ
ଦାରିଙ୍ଗବାଡି ଠାରେ ନୂତନ ପେନଶନ ଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କନ୍ଧମାଳ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ… କନ୍ଧମାଳ : ( ରିପୋର୍ଟ କୁନା ଦିଗାଲ…

ପ୍ରକୃତ ଘଟଣା କୁ ପ୍ରଶାସନ ଦିଗ ହରା କରୁଥିବା ନେଇ ମୃତ ଛାତ୍ର ଙ୍କର ପରିବାର ପକ୍ଷରୁ ଅଭିଯୋଗ ।
ପ୍ରକୃତ ଘଟଣା କୁ ପ୍ରଶାସନ ଦିଗ ହରା କରୁଥିବା ନେଇ ମୃତ ଛାତ୍ର ଙ୍କର ପରିବାର ପକ୍ଷରୁ ଅଭିଯୋଗ ।୧୩/୧୧/୨୪ ଚଳିତ ମାସ ଗତ ୮ତାରିଖ କାଶୀପୁର…

ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ; ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ଘୋଷଣା
ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ; ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ଘୋଷଣା ଭୁବନେଶ୍ୱର: ଆଜି…