ସକ୍ରିୟ ରହିଛି ଲଘୁଚାପ

ସକ୍ରିୟ ରହିଛି ଲଘୁଚାପ

ଭୁବନେଶ୍ୱର: (Abhishek Mohanty)ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ।ଆସନ୍ତାକାଲି ଏହା ଅବପତାର ରୂପ ନେବା ସମ୍ଭାବନା ରହିଛି।ଉତ୍ତର-ପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇପାରେ।
ଆସନ୍ତା ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।ତେବେ କେରଳରେ ମେ ୩୧ ଓ ଓଡ଼ିଶାରେ ଜୁନ୍ ୧୦ ପରେ ମୌସୁମୀ ଆସିବା ନେଇ ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *