‘ଦମନ’କୁ ମିଳିଛି ଜାତୀୟ ପୁରସ୍କାର। ଶ୍ରେଷ୍ଠ ଓଡ଼ିଆ ସିନେମା ଭାନେ ‘ଦମନ’କୁ ମିଳିଛି ଏହି ଜାତୀୟ ପୁରସ୍କାର। ଏହି ଘୋଷଣା ପରେ ପୂରା ‘ଦମନ’ ଟିମ୍ ଉତ୍ସାହିତ ହୋଇଛି। ଆଜି ଟିମ୍ ସଦସ୍ୟମାନେ ଖୁସି ମନାଇଥିବା ବେଳେ ପୁରସ୍କାରକୁ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।ଏହି ଅବସରରେ ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ବାବୁଶାନ ମହାନ୍ତି ‘ଦମନ’କୁ ନେଇ ମଜାଦାର କଥା ସେୟାର କରିଛନ୍ତି।
Related Posts

ଭୋଟ ଦେଉଛି ଓଡ଼ିଶା: ମୁଖ୍ଯ ନିର୍ବାଚନ ଅଧିକାରୀ
ଭୋଟ ଦେଉଛି ଓଡ଼ିଶା: ମୁଖ୍ଯ ନିର୍ବାଚନ ଅଧିକାରୀ ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର…

ବାତ୍ୟା କୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ପୌର ସଂସ୍ଥା
ବାତ୍ୟା କୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ପୌର ସଂସ୍ଥା ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର…

ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ନିକଟରେ ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଛନ୍ତି।
ଉତ୍ତର ପ୍ରଦେଶର ବାଗପତରେ ରହୁଥିବା ଜିତେନ୍ଦ୍ର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ନିକଟରେ ଜଣେ ବ୍ୟକ୍ତି…