ସ୍ପିନରଙ୍କ ଦମରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ତୃତୀୟ ଦିନିକିଆରେ ୧୧୦ ରନରେ ହରାଇ ଦେଇଛି। ଏଥିସହ ୩ ଟିକିଆ ଦନିକିଆ ସିରିଜକୁ ଘରୋଇ ଟିମ ୨-୦ରେ ଜିତି ନେଇଛି। ପ୍ରଥମ ଦିନିକିଆ ଟାଇ ହୋଇଥିଲା। ଭାରତ ଦିନିକିଆ ବିଶ୍ୱକପର ରନର୍ସ ଅପ ହୋଇଥିବା ବେଳେ ନିକଟରେ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତ ଭଳି ଚାମ୍ପିୟନ ଟିମ ବିପକ୍ଷରେ ଶ୍ରୀଲଙ୍କା ୨୧ଶ ଶତାବ୍ବୀରେ କୌଣସି ସିରିଜ ଜିତିବାକୁ ସକ୍ଷମ ହୋଇଛି। ଦୀର୍ଘ ୨୭ ବର୍ଷ ପରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିବାକୁ ସକ୍ଷମ ହୋଇଛି ଶ୍ରୀଲଙ୍କା।
Related Posts
ଓଡିଶା ବଜେଟ ଉପସ୍ଥାପିତ
ଓଡିଶା ବଜେଟ ଉପସ୍ଥାପିତ ଭୁବନେଶ୍ୱର: ଆଜି ଓଡିଶା ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।୬ ଲକ୍ଷ ୬୫, ୦୦୦ କୋଟି ଟଙ୍କାର…
ଶିବ ଵିଵାହ ୨୦୨୪.
ଭୁବନେଶ୍ୱର: ଶୀତଳ ଷଷ୍ଠୀ ଯାତ୍ରା ସୁନାବେଡ଼ା ୧ ସ୍ଥିତ ବୃନ୍ଦାବତି ସଂସ୍ଥା ଠାରେ ଦୁମ ଧାମ ରେ ଶେଷ ହୋଇଯାଇଛି l ଏ ଇ ଏଫ ମାର୍କେଟ…
ବିଜେଡି ଛାଡ଼ିଲେ ସମୀର ଦାଶ
ବିଜେଡି ଛାଡ଼ିଲେ ସମୀର ଦାଶ ଭୁବନେଶ୍ୱର: (. Abhishek Mohanty)ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ସମୀର ଦାଶ।ଏଥର ଟିକେଟ କଟିବାରୁ ଅସନ୍ତୁଷ୍ଟ ଥିଲେ ସମୀର ଦାଶ।ନିଷ୍ପତ୍ତିର ପୁନର୍ବିଚାର…