ନୂଆଦିଲ୍ଲୀ: ବିଶ୍ୱର ଏକମାତ୍ର ହାତ ନଥିବା ମହିଳା ତୀରନ୍ଦାଜ ଶୀତଲ ଦେବୀ ପ୍ୟାରିସ ଅଲିମ୍ପିକ୍ସରେ ପ୍ରବେଶ କରି ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି।
ଶୀତଲ ହେଉଛନ୍ତି ଏକମାତ୍ର ହାତ ନଥିବା ଅନ୍ତର୍ଜାତୀୟ ମହିଳା ତୀରନ୍ଦାଜ। ଯିଏକି ନିଜର ଗୋଡ଼ ସାହାଯ୍ୟରେ ଚମତ୍କାର ତୀରନ୍ଦାଜ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।
