ଵେତରସିଂ ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ।ଆର,ଉଦୟଗିରି(ମନୋଜ କୁମାର ପାଢୀ 15/09/24 ରିଖ ରବିବାର ଦିବା 10 ଘ ସମୟରେ ବେତରସିଂ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତର ସମସ୍ତ ମହିଳା ମଣ୍ଡଳର ସଦସ୍ୟ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ସମାବେଶ ହୋଇ ସରପଞ୍ଚ ଶ୍ରୀମତୀ ସ୍ନେହଲତା ପ୍ରଧାନଙ୍କ ନେତୃତ୍ୱରେ ସରକାରଙ୍କ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ପଦଯାତ୍ରାରେ ପ୍ରାୟ ଶତାଧିକ ମହିଳା ଅଂଶ ଗ୍ରହଣ କରି ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ବେତରସିଂ ଗ୍ରାମ ପରିକ୍ରମା କରିଥିଲେ | ସରକାରଙ୍କ ଏହି ସୁଭଦ୍ରା ଯୋଜନା ଜନସାଧାରଣଙ୍କ ନିକଟରେ ଯେଉଁଭଳି ପହଂଚିପାରିବ ଓ ଏହାର ସୁଫଳ ଲୋକମାନେ କିଭଳି ପାଇବେ ସେଥିପାଇଁ ଏହି ପଦଯାତ୍ରାର ମୂଳ ଉଦ୍ୟେଶ ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀଣୀ ଵା ପିଇଓ ମିନତି ମିଶ୍ର ପ୍ରକାଶ କରିଥିଲେ |
Related Posts

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଓ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ରାୟଗଡ ଜିଲ୍ଲା ଗସ୍ତ “ବିଭିନ୍ନ ଉନ୍ନୟନ ଯୋଜନା ଉପରେ ସମୀକ୍ଷା
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଓ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ରାୟଗଡ ଜିଲ୍ଲା ଗସ୍ତ “ବିଭିନ୍ନ ଉନ୍ନୟନ ଯୋଜନା…

ଗାର୍ଡିଙ୍ଗିଆ ଠାରେ ଖ୍ରୀଷ୍ଟରାଜା ରାଜାମାନଙ୍କର ରାଜାଙ୍କ ଉଦଯାପିତ
ଗାର୍ଡିଙ୍ଗିଆ ଠାରେ ଖ୍ରୀଷ୍ଟରାଜା ରାଜାମାନଙ୍କର ରାଜାଙ୍କ ଉଦଯାପିତ କନ୍ଧମାଳ : -( ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଳକ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ନିକଟରେ ଥିବା ଚର୍ଚ୍ଚ ରେ…

ପୂର୍ବତନ ପ୍ରଧାନମନ୍ତ୍ରୀ ଭରତ ରତ୍ନ ଅଟଳ ବିହାରୀ ସୁଶାସନ ବାଜପେୟୀ ଙ୍କ ଜନ୍ମ ଦିନ କୁ ସୁଶାନ ଦିବସ-୨୦୨୪ ରୂପେ ପାଳିତ
ପୂର୍ବତନ ପ୍ରଧାନମନ୍ତ୍ରୀ ଭରତ ରତ୍ନ ଅଟଳ ବିହାରୀ ସୁଶାସନ ବାଜପେୟୀ ଙ୍କ ଜନ୍ମ ଦିନ କୁ ସୁଶାନ ଦିବସ-୨୦୨୪ ରୂପେ ପାଳିତରାୟଗଡ:- ତା. ୨୫/୧୨- ରାୟଗଡ ସହର…