ଵେତରସିଂ ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ।ଆର,ଉଦୟଗିରି(ମନୋଜ କୁମାର ପାଢୀ 15/09/24 ରିଖ ରବିବାର ଦିବା 10 ଘ ସମୟରେ ବେତରସିଂ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତର ସମସ୍ତ ମହିଳା ମଣ୍ଡଳର ସଦସ୍ୟ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ସମାବେଶ ହୋଇ ସରପଞ୍ଚ ଶ୍ରୀମତୀ ସ୍ନେହଲତା ପ୍ରଧାନଙ୍କ ନେତୃତ୍ୱରେ ସରକାରଙ୍କ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ପଦଯାତ୍ରାରେ ପ୍ରାୟ ଶତାଧିକ ମହିଳା ଅଂଶ ଗ୍ରହଣ କରି ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ବେତରସିଂ ଗ୍ରାମ ପରିକ୍ରମା କରିଥିଲେ | ସରକାରଙ୍କ ଏହି ସୁଭଦ୍ରା ଯୋଜନା ଜନସାଧାରଣଙ୍କ ନିକଟରେ ଯେଉଁଭଳି ପହଂଚିପାରିବ ଓ ଏହାର ସୁଫଳ ଲୋକମାନେ କିଭଳି ପାଇବେ ସେଥିପାଇଁ ଏହି ପଦଯାତ୍ରାର ମୂଳ ଉଦ୍ୟେଶ ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀଣୀ ଵା ପିଇଓ ମିନତି ମିଶ୍ର ପ୍ରକାଶ କରିଥିଲେ |
Related Posts
ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ରହିବନି ବ୍ୟବସାୟୀକ ଷ୍ଟଲ
ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ରହିବନି ବ୍ୟବସାୟୀକ ଷ୍ଟଲ ପୁରୀ: ପୁରୀରେ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ରହିବନି ବ୍ୟବସାୟୀକ ଷ୍ଟଲ।ବଡ଼ଶଙ୍ଖରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଂଚଳରେ କଟକଣା ଜାରି…
ଛେଳିଗଡ ପ୍ରକଳ୍ପ ବିସ୍ଥାପିତଙ୍କ ବିକ୍ଷୋଭ ଛେଳିଗଡ ଜଳପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା
ଛେଳିଗଡ ପ୍ରକଳ୍ପ ବିସ୍ଥାପିତଙ୍କ ବିକ୍ଷୋଭ ଛେଳିଗଡ ଜଳପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହିପରି ବୈଠକ ବାରମ୍ବାର ସତ୍ତ୍ବେ ସମସ୍ୟାର ସମାଧାନ ହେଇ…
ବୈଶ୍ୟ ସମାଜ କେନ୍ଦ୍ରୀୟପରିଷଦ ଦ୍ଵାରା ଚଳିତ ମହାସଭା ସକାଶେ ପ୍ରସ୍ତୁତି ବୈଠକ
ମହାସଭା ୨୦୨୪ ପ୍ରସ୍ତୁତି ବୈଠକ ଚିକିଟି ଖେମୁଣ୍ଡି ହଳଦିଆ ତୈଲିକ ବୈଶ୍ୟ ସମାଜ କେନ୍ଦ୍ରୀୟପରିଷଦ ଦ୍ଵାରା ଚଳିତ ମହାସଭା ସକାଶେ ପ୍ରସ୍ତୁତି ବୈଠକ Nଆର,ଉଦୟଗିରି ୫/୫/ ଆଜି…