ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରେ ଆକ୍ରମଣକାରୀ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ମୁମ୍ବାଇ ପୁଲିସ ଯାଞ୍ଚ ଆରମ୍ଭ କରିଛି।ଆକ୍ରମଣରେ ସୈଫଙ୍କ ମେରୁଦଣ୍ଡ, ହାତ ଏବଂ ବେକରେ ଗଭୀର ଆଘାତ ଲାଗିଛି। ଆକ୍ରମଣକାରୀଙ୍କ ଛୁରୀର ଏକ ଅଂଶ ଭାଙ୍ଗି ସୈଫଙ୍କ ମେରୁଦଣ୍ଡ ଭିତରକୁ ପଶିଯାଇଥିଲା। ଯାହାକୁ ଲୀଳାବତୀ ହସ୍ପିଟାଲର ଡାକ୍ତରମାନେ ଅସ୍ତ୍ରୋପଚାର କରି ସୈଫଙ୍କ ଶରୀରରୁ ଅଢ଼େଇ ଇଞ୍ଚ ଅଂଶର ଏକ ଛୁରୀକୁ ସୁରକ୍ଷିତ ଭାବେ ବାହାର କରିଥିଲେ।
Related Posts

India won the 2nd T20I against England by 2 wickets
Chennai:India won the 2nd T20I against England by 2 wickets, thanks to Tilak Varma’s match-winning unbeaten knock of 72 runs…

ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାକାର ଉପରେ ୨.୫ ଲକ୍ଷ ଟଙ୍କା ଜରିମାନା
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ମହଙ୍ଗା ପଡ଼ିଛି କେରଳ:ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବା ମହଙ୍ଗା ପଡ଼ିଛି। ଗୋଟିଏ କାର ଉପରେ ୨.୫ ଲକ୍ଷ ଟଙ୍କା ଜରିମାନା ସହ କାର ଚାଳକଙ୍କ…

Mukesh Chandrakar, a journalist from Chhattisgarh, found dead in a septic tank after going missing on January 1.
“Mukesh Chandrakar, a well-known journalist from Chhattisgarh’s Bastar area, went missing on January 1, 2025. Unfortunately, his body was later…