ଲିଟିସର୍ଗି ପ୍ରାଥମିକ ବିଦ୍ୟାଳୟ ର ଆଜି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି

ଲିଟିସର୍ଗି ପ୍ରାଥମିକ ବିଦ୍ୟାଳୟ ର ଆଜି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି,

ନୂଆପଡା 11.3.ଓମ ପ୍ରକାଶ ଚୌଧୁରୀ ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଲିଟିସର୍ଗି ପ୍ରାଥମିକ ବିଦ୍ୟାଳୟ ର ଆଜି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି, ଅବସରରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୂପତି ଦୁରିଆ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସୁଶାନ୍ତ ରଣା ବିଡ଼ିଓ ବୋଡେ଼ନ ମୁଖ୍ୟବକ୍ତା ଭାବରେ ଶିବପ୍ରସାଦ ବେହେରା ମାଧ୍ୟମିକ ଶିକ୍ଷପରିଷଦ ସଭ୍ୟ ଓଡିଶା, ବିଶିଷ୍ଟ ଅତିଥି ବାସୁଦେବ ସୁନାନୀ ଅବସରପ୍ରାପ୍ତ ଅଧିକାରୀ ଓଡିଶା ସରକାରଙ୍କ ଭାଷାଜ୍ଞାନ ଗବେଷକ ସଂମାନିତ ଅତିଥି ଶ୍ରୀମତୀ ମିନତୀ ନନ୍ଦ ସରପଞ୍ଚ ଲିଟିସର୍ଗି , ଶ୍ରୀ ବୈଷ୍ଣବ ଦୁରିଆ, ଉପସଭାପତି ନିଖିଳ ଉତ୍କଳ ଶିକ୍ଷକ ସଂଘ ଓଡ଼ିଶା, ହେମକାନ୍ତି ଦୁରିଆ ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟା,ଲକ୍ଷଣ ଜାଲ ସିଆରସିସି, ଶ୍ରୀ ରାଜେନ୍ଦ୍ର ନାଗ ସଭାପତି ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିବାବେଳେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ପରେ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଉମାକାନ୍ତ ବାଗ, ପିତାମ୍ବର ଦୀପ, ପରମାନନ୍ଦ ଧରୁଆ, କ୍ଷୀରସାଗର କାଣ୍ଡସୁଧାଂଶୁ ପ୍ରଧାନ ସହିତ ପରିଚାଳନା କମିଟି ସଭ୍ୟ ହିତେଶ ବାଗ, ଲଛମାଣ ଜାଲ, ଭୂନେଶ୍ୱରୀ ମହାନନ୍ଦ, ଅହଲ୍ୟା ନାଗ, ପ୍ରତିମା ମହାନନ୍ଦ, ନୀଳାମ୍ବର ନାଗ, ଦୁର୍ବଳ ନାଗ, ନୀଳମଣି ବାଗ, ଶ୍ରୀୟା ନାଗ, ବଳରାମ ବାଗ , ପ୍ରମୁଖ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *