:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଚତୁରତାର ସହ ଫୋନ୍ପେ ଜରିଆରେ ଲାଞ୍ଚ ନେଲାବେଳେ କାବୁ। ସ୍ମାର୍ଟ ଫୋନ୍କୁ ଜବତ କରି ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଚଢ଼ାଉ।
Related Posts

ମାଲକାନଗିରିରୁ ନିଖୋଜ ହୋଇଥିବା ଡାକ୍ତର ଅମ୍ଲାନ କର୍ଣ୍ଣାଟକାରୁ ଠାବ ହୋଇଛନ୍ତି।
ମାଲକାନଗିରିରୁ ନିଖୋଜ ହୋଇଥିବା ଡାକ୍ତର ଅମ୍ଲାନ କର୍ଣ୍ଣାଟକାରୁ ଠାବ ହୋଇଛନ୍ତି। କାଲିମେଳା ପୁଲିସ ତାଙ୍କୁ କର୍ଣ୍ଣାଟକାରୁ ଠାବ କରିଥିବା ବେଳେ ସେଠାରୁ ତାଙ୍କୁ ମାଲକାନଗିରି ଫେରାଇ ଆଣୁଛି।

ନୂଆଁଖାଇ ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତ ଦାନ ଶିବିର #୩୧ୟୁନିଟ ରକ୍ତ ସଂଗୃହୀତ
ନୂଆଁଖାଇ ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତ ଦାନ ଶିବିର #୩୧ୟୁନିଟ ରକ୍ତ ସଂଗୃହୀତ ତା-୧୫-୦୯-୨୦୨୪ରିଖ (ରବିବାର)ପଶ୍ଚିମ ଓଡ଼ିଶାର ମହାନ୍ କୃଷୀ ଭିତ୍ତିକ ଗଣ ପର୍ବ “ନୂଆଁଖାଇ”…

କନ୍ଧମାଳ ମଇଦାନରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ କଂଗ୍ରେସ ପାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର…
କନ୍ଧମାଳ ମଇଦାନରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ କଂଗ୍ରେସ ପାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର… କନ୍ଧମାଳ /ଫୁଲବାଣୀ – (କୁନା ଦିଗାଲଙ୍କ ରିପୋର୍ଟ ):-କନ୍ଧମାଳ ଜିଲ୍ଲା…