ଲରମ୍ଭା ମହାବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ମହିଳା ତାଲିମ ଶିବିର ଆୟୋଜିତ ହେଊଛି।

ଲରମ୍ଭା ମହାବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ମହିଳା ତାଲିମ ଶିବିର ଆୟୋଜିତ ହେଊଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଲରମ୍ଭା ଖେଳପଡିଆରେ ଯୁକ୍ତତିନି ସ୍ତରୀୟ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଆୟୋଜିତ ହୋଇଯାଇଅଛି। ଚଳିତ ଶିକ୍ଷାବର୍ଷରେ ୨୧୮ ଜଣ ଛାତ୍ରୀ ଏଥିରେ ଅଂଶଗ୍ରହଣ କରୁଅଛନ୍ତି। ଏହା ଆଠଦିନ ଧରି ସକାଳ ୬ଘ.ରୁ ୭ଘ.ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ପରିଚାଳିକା ଭାବରେ ଅଧ୍ୟାପିକା ପାୟଲ ସାହୁ ଥିଵାବେଳେ ତାଲିମଦାତ୍ରୀ ମୁକ୍ତେଶ୍ବରୀ ଭୋଇ ଯୋଗ ଦେଇଅଛନ୍ତି। ସଂପ୍ରତି ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଜର ସୁରକ୍ଷାକୁ ଦୃଷ୍ଟି ଦିଆଯାଉଅଛି ।

Leave a Reply

Your email address will not be published. Required fields are marked *