ଆର, ଉଦୟଗିରି (ମନୋଜ କୁମାର ପାଢୀ) – ସାରା ବିଶ୍ୱ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ପଂଚାୟତରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି,ପଞ୍ଚାୟତର ସରପଞ୍ଚ ଯମୁନା ରଇତଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା ଦିଦି ଏବଂ କିଶରୀ ବାଳିକାମାନେ ଗାଁ ଗାଁ ବୁଲି କିଭଳି ଭାବେ ଶିଶୁକୁ ସ୍ତନ୍ୟପାନ କରାଯାଇପାରିବ ସ୍ଲୋଗାନ ଦେବା ସହ ମା ମାନଙ୍କୁ ସଚେତନ କରିଛନ୍ତି ।
Related Posts

ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ପକ୍ଷ ରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟ ରେ ଜବତ୍।
*ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ପକ୍ଷ ରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟ ରେ ଜବତ୍, ପାଞ୍ଚ ଅଭିଯୁକ୍ତ ଗିରଫ, ଦୁଇ ବାଇକ…

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ…

କାଲି ଗଞ୍ଜାମ ଓ ମାଲକାନଗିରିରେ ସ୍କୁଲ୍ ବନ୍ଦ
କାଲି ଗଞ୍ଜାମ ଓ ମାଲକାନଗିରିରେ ସ୍କୁଲ୍ ବନ୍ଦ ଭୁବନେଶ୍ୱର: ଆସନ୍ତାକାଲି ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ୍ ବନ୍ଦ ରହିବ।ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର…