ଲବାରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ।ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଗଜପତି ଜିଲ୍ଲା ମୋହନା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲବାରସିଂ ରେ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ତେବେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୨ ଟି ସ୍କୁଲର ସମସ୍ତ ପ୍ରଧାନ ଶିକ୍ଷକ,୪୦ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। ୨୪୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସମ୍ବଳ ସାଧନ କେନ୍ଦ୍ରର ସଂଯୋଜକ ତୁଷାରକାନ୍ତ ବେହେରା ସଭାପତିତ୍ୱ କରିବା ସହ ମୁଖ୍ୟ ଅତିଥି ଭାବେ ଲବାରସିଂ ପଞ୍ଚାୟତ ସରପଞ୍ଚ ଯମୁନା ରଇତ, ସମିତିସଭ୍ୟ ମଞ୍ଜୁଳା ନାୟକ ଗ୍ରାମର ୱାର୍ଡମେମ୍ବର ଯୋଗ ଦେଇଥିଲେ, ଏବଂ ଜିରାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଜୀବ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ, ଶେଷରେ ଓଡିଶାର ଲୋକ କଳାକୁ ବଞ୍ଚାଇବା ପାଇଁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଦ, ଚିତ୍ରକଳା, ବକ୍ତୃତା, କୁଇଜ଼, ସଂଗୀତ,ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ଏବଂ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
Related Posts

ମହା ଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ତରଫରୁ ଦୁଇଟି ରକ୍ତଦାନ ଶିବିର ରୁ ୬୫ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ମହା ଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ତରଫରୁ ଦୁଇଟି ରକ୍ତଦାନ ଶିବିର ରୁ ୬୫ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ-(ଭବାନୀ ଶଙ୍କର ପାଢ଼ୀ) ମହାଶିବରାତ୍ରି ଉପଲକ୍ଷେ ବରଗଡ…

ଝାର୍ବଲସ୍କୁମ୍ପା ରେ ନାମଯଜ୍ଞ ଉପଲକ୍ଷେ ରାମାୟଣ ନାଟକ ବିଜୟା ବବୁର୍ଭାନ ମଞ୍ଚସ୍ତ ହେଇଯାଇଛି!
ଝାର୍ବଲସ୍କୁମ୍ପା ରେ ନାମଯଜ୍ଞ ଉପଲକ୍ଷେ ରାମାୟଣ ନାଟକ ବିଜୟା ବବୁର୍ଭାନ ମଞ୍ଚସ୍ତ ହେଇଯାଇଛି.. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ…

Speaker Om Birla becomes upset with Rahul Gandhi for instructing the opposition to disrupt PM Modi’s speech.
New Delhi :Speaker Om Birla becomes upset with Rahul Gandhi for instructing the opposition to disrupt PM Modi’s speech. Leader…