ଲକ୍ଷାଧିକ ଟଙ୍କାର କାଠ ଜବତ ଦୁଇ ଫେରାର ଜଣେ ଗିରଫ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ରେ ମୋହନା ବନ ବିଭାଗ କର୍ମଚାରୀ ପଇଁତରା ମାରିବା ସମୟରେ ଏକ ବୋଲେରୋ ଗାଡ଼ି ଦେଖି ସନ୍ଦେହରେ ଅଟକାଇ ତଦନ୍ତ କରିବାରୁ ସେଥିରେ ଲକ୍ଷାଧିକ ଟଙ୍କାର କାଠ ଥିବା ଦେଖିବାକୁ ପାଇଥିଲେ। ଗଡିଟିକୁ ଆକାକାଇବା ସମୟରେ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତି ଫେରାର ହୋଇ ଯାଇଥିବା ବେଳେ ଜଣେ ବ୍ୟକ୍ତି ଧରାପଡ଼ି ଗିରଫ ହୋଇଥିବା ଦେଖିବାକୁ ମିଳିଛି। ଗିରଫ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡଗଡ ଥାନା ନିକଟ ଲୋକମେରି ଗ୍ରାମର ବୋଲି ସୂଚନା ମିଳିଛି। ବନ ବିଭାଗ ପାଣିଗଣ୍ଡା ଅଞ୍ଚଳରୁ କାଠଗଣ୍ଡି ଜବତ କରିଥିବା ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ସୂଚନା ଦେଇଥିବା ପ୍ରକାଶ।
Related Posts
ସପ୍ତଶଯ୍ୟାରେ ନିଖୋଜ ହୋଇଥିବା ଛାତ୍ର ଉଦ୍ଧାର
ସପ୍ତଶଯ୍ୟାରେ ନିଖୋଜ ହୋଇଥିବା ଛାତ୍ର ଉଦ୍ଧାର ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର ହୋଇଛନ୍ତି।ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ…
ମୁଖ୍ୟ ବିଚାରପତି ଙ୍କ ଜିଲ୍ଲା ଜଜ୍ ଅଦାଲତ ଗସ୍ତ।
ମୁଖ୍ୟ ବିଚାରପତି ଙ୍କ ଜିଲ୍ଲା ଜଜ୍ ଅଦାଲତ ଗସ୍ତ। ଗଞ୍ଜାମ:ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଦିନିକିଆ ଗସ୍ତରେ ଆସି ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ…
ନାଟକରେ ଅପସଂସ୍କୃତି ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଘ ସ୍ବର ଉତ୍ତୋଳନ ।
ନାଟକରେ ଅପସଂସ୍କୃତି ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଘ ସ୍ବର ଉତ୍ତୋଳନ । ମା’ କୁରେଈଶୁଣି ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ତରଫରୁ…