ରାମନଗର ରୁ ଚୋରି ଅଭିଯୋଗ।ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଗଞ୍ଜାମ:ରାମନଗର ନିବାସୀ ସୁନୀତା ମହାରଣା ନାମ୍ନୀ ଜଣେ ମହିଳାଙ୍କ ଘରୁ ଚୋରି ହୋଇଥିବା ବୈଦ୍ୟନାଥ ପୁର ଥାନା ରେ ମାମଲା ରୁଜୁ ହୋଇଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଘର ମାଲିକାଣୀ ସୁନୀତା କୌଣସି କାମରେ ସକାଳ ୧୧ଟା ରେ ବାହାରକୁ ଯାଇ ପୁଣି ସନ୍ଧ୍ୟା ରେ ଆସି ଦେଖିଲେ ଯେ ଘରର କବାଟ ଓ ଟ୍ରଙ୍କ୍ ପେଡ଼ି ଭଙ୍ଗା ଯାଇଛି ଓ ତା ଭିତରେ ଥିବା ନଗଦ ଟଙ୍କା ଓ ସୁନା କାନଫୁଲ ନାହିଁ। ଏହି ଭଳି ପରିସ୍ଥିତିରେ ସୁନୀତା ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ଲାଇନପଡା କୁଇ ଦିନା ଇନ୍ଦୀରା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ପାଠ ଚକ୍ର ଅନୁଷ୍ଠିତ
ଲାଇନପଡା କୁଇ ଦିନା ଇନ୍ଦୀରା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ପାଠ ଚକ୍ର ଅନୁଷ୍ଠିତ… କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ…

ବିଦ୍ୟୁତ ଆଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ
*ବିଦ୍ୟୁତ ଆଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ* ନୂଆପଡା (ଓମ୍ ପ୍ରକାଶ ଚୌଧୁରୀ)ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମର ଦାଦନ ଶ୍ରମିକ ଭଗତ ମାଝୀ (୨୭) ଙ୍କର…

ଅଭିନେତା ଶ୍ରୀ ଭୁବନ ଭୋଇ ଙ୍କୁ ତା ୨୨,୯,୨୪ ରେ “ଦିଲ୍ଲୀ ର ଜୁହାର ପରିବାର” ନିଜର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କର କରକମଳ ରେ ସମ୍ବର୍ଦ୍ଧିତ କରିଛନ୍ତି
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ର ନାଟ୍ୟ ମହର୍ଷି ଭଗବାନସାହୁ ଙ୍କ ରଚିତ ପାଞ୍ଚହଜାର ରାତି ରୁ ଅଧିକ ମଞ୍ଚସ୍ଥ ବହୂ ଚର୍ଚ୍ଚିତ ନାଟକ…