ଭୁବନେଶ୍ୱର:ରାଜ୍ୟ ସରକାର ଆଜି ୯୪୧ ଜଣ ଅଗ୍ନିଯୋଦ୍ଧାକୁ ନିଯୁକ୍ତି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯାହା ସବୁ ପଦବି ଖାଲି ରହିଛି ଏବଂ ଆବଶ୍ୟକ ଥିବା ପଦବି ଦରକାର ଅଛି ସେଥିପାଇଁ ବ୍ୟବସ୍ଥା କରାଯାଉଛି। ୧୦,୦୦୦ ପଦବି ଶୀଘ୍ର ପୂରା କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।
Related Posts

ନିଜକୁ ଲେବର ଅଫିସରର
ନିଜକୁ ଲେବର ଅଫିସରର ପରିଚୟ ଦେଉଥିଲେ। ଆଉ ଲେବର କାର୍ଡ କରାଇ ଦେବାକୁ କହି କାହାଠାରୁ ୧୦୦୦ ଟଙ୍କା ତ ଆଉ କାହାପାଖାରୁ ୨୦୦୦ ଟଙ୍କା ଲେଖାଏଁ…

ଜାନୁୟାରୀ ୭ ରୁ ଆରମ୍ଭ ହେବ ରାଜାରାଣୀ, ମୁକ୍ତେଶ୍ୱର ଓ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ
ଜାନୁୟାରୀ ୭ ରୁ ଆରମ୍ଭ ହେବ ରାଜାରାଣୀ, ମୁକ୍ତେଶ୍ୱର ଓ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଭୁବନେଶ୍ୱର: ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଆସନ୍ତା…

କିରାଣୀ ୫ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନସ ହାତରେ ଧରାପଡିଛନ୍ତି।
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ୫ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି…