ଭୁବନେଶ୍ବର: ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ ମଧ୍ୟ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ହେଲେ ଶୈକ୍ଷକ ଢାଂଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିବେ। ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି କେମିତି ଲାଗୁହେବ ସେ ନେଇ ଏବେଠୁ ଅନେକ ସନ୍ଦେହ ସଷ୍ଟି ହେଲାଣି। ବର୍ତ୍ତମାନ ଅଙ୍ଗନବାଡ଼ିଠୁ ନେଇ +୨ ଶିକ୍ଷା ବ୍ୟବସ୍ଥା ଅଲଗା ଅଲଗା ରହିଛି। ଦୁଇଟି ଭିନ୍ନଭିନ୍ନ ବୋର୍ଡ଼ ପରୀକ୍ଷା କରୁଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଛାତ ତଳକୁ ଆଣିବ ବିଭାଗ। (ସୋର୍ସ ସମ୍ବାଦ)
Related Posts

କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ତାଣ୍ଡବ
ଭୁବନେଶ୍ୱର: ଗତକାଲି ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା ଓ ପବନ ସହ ବିଜୁଳି ଓ ଘଡ଼ଘଡ଼ି। ଭୁବନେଶ୍ୱରରେ ୭୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ରାଜଧାନୀର…

ଓଡ଼ିଶାରେ ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ
ଓଡ଼ିଶାରେ ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ଭୁବନେଶ୍ୱର: ଆସନ୍ତା ବର୍ଷ ଓଡ଼ିଶାରେ ହେବ ଛାତ୍ର ସଂସଦ ନିର୍ବାଚନ। ଏହା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ…

ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କୁ ପ୍ରଦାନ କରାଯିବ।
ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫାଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ…