ଭୁବନେଶ୍ବର: ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ ମଧ୍ୟ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ହେଲେ ଶୈକ୍ଷକ ଢାଂଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିବେ। ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି କେମିତି ଲାଗୁହେବ ସେ ନେଇ ଏବେଠୁ ଅନେକ ସନ୍ଦେହ ସଷ୍ଟି ହେଲାଣି। ବର୍ତ୍ତମାନ ଅଙ୍ଗନବାଡ଼ିଠୁ ନେଇ +୨ ଶିକ୍ଷା ବ୍ୟବସ୍ଥା ଅଲଗା ଅଲଗା ରହିଛି। ଦୁଇଟି ଭିନ୍ନଭିନ୍ନ ବୋର୍ଡ଼ ପରୀକ୍ଷା କରୁଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଛାତ ତଳକୁ ଆଣିବ ବିଭାଗ। (ସୋର୍ସ ସମ୍ବାଦ)
Related Posts
ଭାରତରେ ପ୍ରଥମ HMPV ରୋଗୀ ଚିହ୍ନଟ
ଭାରତରେ ପ୍ରଥମ HMPV ରୋଗୀ ଚିହ୍ନଟ ଭୁବନେଶ୍ୱର: ଭାରତରେ ପ୍ରଥମ HMPV ର ପ୍ରଥମ ମାମଲା ଚିହ୍ନଟ ହୋଇଛି।ବେଙ୍ଗାଲୁରୁ ରୁ ଚିହ୍ନଟ ହେଲା HMPV ଭୁତାଣୁ।୮ ମାସର…
ରକ୍ତଦାତା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ନ୍ୟୁ ଅଡିଟୋରିୟମ ହଲ୍ ଠାରେ ସମ୍ମାନିତ
ପଶ୍ଚିମ ଓଡିଶାର ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ତରଫରୁ ରକ୍ତଦାତା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ନ୍ୟୁ ଅଡିଟୋରିୟମ ହଲ୍ ଠାରେ ସମ୍ମାନିତ…
ସାମ୍ବାଦିକଙ୍କ ପାଇଁ ହଟିଲା ଲୋକସେବା ଭବନ ପ୍ରବେଶ କଟକଣା
ସାମ୍ବାଦିକଙ୍କ ପାଇଁ ହଟିଲା ଲୋକସେବା ଭବନ ପ୍ରବେଶ କଟକଣା ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ଭୁବନେଶ୍ୱର ଲୋକସେବା ଭବନରୁ ହଟିଲା ପ୍ରବେଶ କଟକଣା।ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଲା…