ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଲମ୍ବା ସୁଡ଼ଙ୍ଗ ରାସ୍ତା। ଭାରତମାଳା ପ୍ରକଳ୍ପ ଯୋଜନାରେ ରାୟପୁରରୁ ବିଶାଖାପାଟଣାକୁ ସିଧାସଳଖ ସଂଯୋଗ ପାଇଁ ତିଆରି ଚାଲିଛି ଜାତୀୟ ରାଜପଥ(ଏନ୍ଏଚ୍)। ଏହି ଏନ୍ଏଚ୍ରେ କୋରାପୁଟ ଜିଲ୍ଲାରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଲମ୍ୱା ଟନେଲ। ଆସନ୍ତବର୍ଷ ସୁଦ୍ଧା ଶେଷ ହେବାକୁ ଥିବା ଏ ପ୍ରକଳ୍ପ ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଖାଲି ରୋମାଞ୍ଚକର ଅନୁଭୂତି ଆଣିବନି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ମାଇଲ ଖୁଣ୍ଟ ସାଜିବ ବୋଲି କୁହାଯାଉଛି।
Related Posts
+3 Student Wrongly Declared As ‘Fail’
he Orissa High Court’s decision to grant ₹5 lakhs compensation to a +3 student who was wrongly declared as ‘fail’…
ମୋହନାରେ ଦଶହରା ଦୂର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ।
ମୋହନାରେ ଦଶହରା ଦୂର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ – ଗଜପତି ଜିଲ୍ଲା ର ମୋହନା ସଦର ମୋହନା ମୁଖ୍ୟ ବଜାର ମଧ୍ୟରେ…
୫ମ ଦିନରେ ଠାକୁରାଣୀ ଯାତ୍ରା ପୂଜାପାଠ ଓ ଯାକଜକମରେ ଦୁଲୁକୁଛି ରାୟଗଡ଼
୫ମ ଦିନରେ ଠାକୁରାଣୀ ଯାତ୍ରା ପୂଜାପାଠ ଓ ଯାକଜକମରେ ଦୁଲୁକୁଛି ରାୟଗଡ଼ ଗଜପତି – ୨୫/ ୫/୨୦୨୪ ):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ…