ଦୁଇ ଦିନ ମେଘୁଆ ପାଗ ପରେ ଓଡିଶା ପୁଣି ଗରମ ଦିନର ସାକ୍ଷୀ ହେବାକୁ ଯାଉଛି କାରଣ ଆଗାମୀ ଚାରି ଦିନ ମଧ୍ୟରେ ତାପମାତ୍ରା ୬ ରୁ ୮ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି IMD ପୂର୍ବାନୁମାନ କରିଛି।
ଆଗାମୀ ଦିନରେ ପାଣିପାଗ ପରିସ୍ଥିତି ବିଷୟରେ ସୂଚନା ଦେଇ ଭୁବନେଶ୍ୱରର ଆଇଏମଡିର ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ବଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।