ରାଉରକେଲା: ତିନି ବର୍ଷ ହେଲା ରାଉରକେଲାରେ ରହି ବିଭିନ୍ନ ଅଞ୍ଚଳରୁ ସୁନା ସଫେଇ ଆଳରେ ଲୁଟୁଥିଲେ। କେବଳ ରାଉରକେଲା ନୁହେଁ, ବରଂ ପଡ଼ୋଶୀ ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ବି ଏମାନେ ବେଶ୍ ସକ୍ରିୟ ଥିଲେ। ଶେଷରେ ରାଉରକେଲା ପୁଲିସ ଏହି ଗ୍ୟାଙ୍ଗ୍ର ୮ ଜଣଙ୍କୁ ଗିରଫ କରିଛି। ଏହାସହ ସବୁ ଜାଣି ଘର ଭଡ଼ା ଦେଇଥିବା ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ୧୦୩.୩ ଗ୍ରାମ ସୁନା ଜବତ ହୋଇଛି।
Related Posts
୯ ଦିନର ଶିଶୁ କନ୍ୟାକୁ ବିକ୍ରି ଅଭିଯୋଗ
୯ ଦିନର ଶିଶୁ କନ୍ୟାକୁ ବିକ୍ରି ଅଭିଯୋଗ ରାୟଗଡା:(ପ୍ରଫୁଲ୍ଲ କୁମାର ବେହେରା)ଦାରିଦ୍ରତା ପାଇଁ ନିଜ ନିଜର ୯ ଦିନର ଶିଶୁ କନ୍ୟାକୁ ଜନ୍ମ କରିବା ମା ଓ…
କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟ ରେ ନିଆରା ଢଙ୍ଗରେ ପାଳନ କରାଗଲା ହିନ୍ଦୀ ଦିବସ
*କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟ ରେ ନିଆରା ଢଙ୍ଗରେ ପାଳନ କରାଗଲା ହିନ୍ଦୀ ଦିବସ* କେ.ଏମ୍.ଭାଲିଆସାହି(ଆରା. ଉଦୟଗିରି): ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ୍. ଭାଲିଆସାହିଠାରେ ହିନ୍ଦୀ ଦିବସ…
ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଭେଟି ନ ପାରୀ ଫେରିଲେ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ କୟନ l
ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଭେଟି ନ ପାରୀ ଫେରିଲେ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ କୟନ l ରାୟଗଡା : ରାୟଗଡା ଜିଲ୍ଲାପାଳଙ୍କୁ ଭେଟିବା ନିମନ୍ତେ ଚନ୍ଦ୍ରପୁର ବ୍ଲକ ଅଧକ୍ଷ…