ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ
ମିରର୍ସ ମିରାକଲ ନାମରେ ଖାଦ୍ଯ ଏବଂ ବସ୍ତ୍ର ବଣ୍ଟନ। ସଂଗଠନ ଦି ମିରର ସୋସିଆଲ ଫାଉଣ୍ଡେସନ ତରଫ ରୁ “ମିରର୍ସ ମିରାକଲ୍ ” ନାମରେ ପ୍ରତ୍ୟେକ ଥର ଭଳି ଆଜି ମଧ୍ଯ ସକାଳ ର ଜଳଖିଆ ରନ୍ଧାଖାଦ୍ୟ ବଣ୍ଟନ ଏବଂ କିଛି କପଡା କରାଗଲା । ରାଉରକେଲାର ରେଳ ଷ୍ଟେସନ ଠାରେ ଆଜି ପାଖାପାଖି ୯୦ ଜଣ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଗଲା । ଏବଂ ଏହା ସହିତ କିଛି କପଡା ମଧ୍ଯ ବଣ୍ଟନ କରାଗଲା । ଏବଂ ତାଙ୍କ ସହିତ ରାହୁଲ ମହାନ୍ତି ଓ ମୁରଲି ମୋହନ ଭାଇ ଯୋଗଦେଇଥିଲେ । ଫାଉଣ୍ଡେସନ ର ଚେୟାରମ୍ୟାନ ବିଶ୍ଵଜିତ ରାଉତ ଅନ୍ତର ର ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି ସମସ୍ତ ଙ୍କୁ ସାହାଯ୍ଯ ର ହାତ ବଢାଇ ଥିବାରୁ ।

