ରଥଯାତ୍ରା ପାଇଁ ଓଡ଼ିଶାରେ ଦୁଇ ଦିନ ଛୁଟି ଘୋଷଣା
ପୁରୀ: ରଥଯାତ୍ରା ପାଇଁ ଓଡ଼ିଶାରେ ଦୁଇ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର।ରଥଯାତ୍ରା ସମୀକ୍ଷା ବୈଠକରେ ଏହି ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ଚାଲିବାକୁ ଥିବାରୁ ଜୁଲାଇ ୭ ଓ ୮ ଦୁଇ ଦିନ ଛୁଟି ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର।ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ସମୟରେ ମୁତୟନ ହେବେ ୧୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ।