ଗଞ୍ଜାମ:୮.୧୦.୨୪(କୈଳାଶ ଚନ୍ଦ୍ର ଚୌଧୁରୀ)ଯୁବତୀ ର ଆତ୍ମହତ୍ୟା।ସୋମବାର ଦିନ କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ଏକ ଭଡାଘରେ ରହୁଥିବା ରାଣୀ ପ୍ରଧାନ(୨୧)ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ନିଆଁ ରେ ଜଳି ଛଟପଟ ଅବସ୍ଥାରେ ସ୍ଥାନୀୟ ଲୋକେ ଜଳୁଥିବା ଯୁବତୀଙ୍କୁ ଉଦ୍ଧାର ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ସମୟରେ ଆଜି ସକାଳେ ତା’ର ମୃତ୍ୟୁ ଘଟିଛି ଓ ଆତ୍ମହତ୍ୟା ର କାରଣ ବାପା ଝିଅର କଳି ଯୋଗୁଁ ବୋଲି ଶୁଣିବାକୁ ମିଳୁଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
Related Posts
ପୋଷ୍ୟ ସନ୍ତାନ ଗ୍ରହଣ କଲେ ଓଡିଶାର ଏକ ଦମ୍ପତି ଗଜପତି
ପୋଷ୍ୟ ସନ୍ତାନ ଗ୍ରହଣ କଲେ ଓଡିଶାର ଏକ ଦମ୍ପତି ଗଜପତି , (୩/୫/୨୦୨୪): ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୩ ତମ ଶିଶୁଙ୍କୁ ଜିଲ୍ଲାପାଳ…
Sishu Shramik Sachetanata Ratha is Flagged Off by the Collector and DM of Koraput in the presence of JLC Jeypore.
Today, on June 19, 2024, Sishu Shramik Sachetanata Ratha is Flagged Off by the Collector and DM of Koraput in…
ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ମହା ତ୍ରିରଙ୍ଗା ଯାତ୍ରା ପାଳିତ….
ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ମହା ତ୍ରିରଙ୍ଗା ଯାତ୍ରା ପାଳିତ…. କନ୍ଧମାଳ :- (କୁନା ଦିଗାଲଙ୍କ ରିପୋର୍ଟ )ଆସନ୍ତା ୧୫ ଅଗଷ୍ଟ ପାଇଁ ଦେଶର ୭୮ ତମ…