ଗଞ୍ଜାମ :(୮-୧୦-୨୪କୈଳାଶ ଚନ୍ଦ୍ର ଚୌଧୁରୀ ) ଯୁବକ ର ଶବ ଉଦ୍ଧାର।ବଡ଼ବଜାର ଥାନା ଅନ୍ତର୍ଗତ ପାତାଳେଶ୍ଵର ମନ୍ଦିର ପୋଖରୀରେ ଭାସୁଥିବା ଅବସ୍ଥାରେ ଜଣେ ଯୁବକ ର ଶବ କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ମୃତ ଯୁବକ ଜଣକ ଅଞ୍ଚଳର ସନିଆ ସାହୁ ବୋଲି ଜଣାପଡିଛି। ଆଜି ସେ ଭାସୁଥିବା ଅବସ୍ଥାରେ ଅଞ୍ଚଳ ବାସିନ୍ଦା ଦେଖି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ!
Related Posts

ରା.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟେ ଅସୁରକ୍ଷିତ ଭାବେ ପଡ଼ି ରହିଛି ଲୋକଙ୍କ ଦସ୍ତାବିଜ।
ରା.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟେ ଓ ତେନ୍ତୁଲି ସାହିର ବ୍ଲକ ଘର ପଛପଟେ ପରିତ୍ୟକ୍ତ ଅବସ୍ଥାରେ ଅସୁରକ୍ଷିତ ଭାବେ ପଡ଼ି ରହିଛି ଲୋକଙ୍କ ଦସ୍ତାବିଜ।…

ହ୍ୱାଇଟ ହର୍ଷ ୟୁଥ ଆଶ୍ସୋସିଏସନ ଟିକାବାଲି ତରଫରୁ ରାତ୍ରକାଳୀନ ବ୍ୟାଡ଼ମିଣ୍ଟନ ଖେଳ ଉଦ୍ଘାଟନ
ହ୍ୱାଇଟ ହର୍ଷ ୟୁଥ ଆଶ୍ସୋସିଏସନ ଟିକାବାଲି ତରଫରୁ ରାତ୍ରକାଳୀନ ବ୍ୟାଡ଼ମିଣ୍ଟନ ଖେଳ ଉଦ୍ଘାଟନ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ନିକଟସ୍ଥ…

ପଦ୍ମପୁର ଶ୍ରୀରାମ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ
ପଦ୍ମପୁର ଶ୍ରୀରାମ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ରାୟଗଡା : ରାୟଗଡ ଜ଼ିଲ୍ଲା ର ଐତିହାସିକ ସହର ପଦ୍ମପୁର ଶ୍ରୀରାମ ମନ୍ଦିର ର ପ୍ରଥମ…