ଯୁବକ କୁ ଛୁରାମାଡ, ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଯୁବକ କୁ ଛୁରାମାଡ, ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗଞ୍ଜାମ ଜିଲ୍ଲା ପୋଲସରା ଡ଼ାକ୍ତରଖାନା ସମ୍ମୁଖରେ ରବିନ୍ଦ୍ର କୁମାର ନାମକ ଜଣେ ଯୁବକ କୁ ଛୁରାମାଡ ହୋଇଛି ଓ ସେ ଗୁରୁତର ଅବସ୍ଥାରେ ପୋଲସରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଧାର ଟଙ୍କା କୁ ନେଇ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜଣାପଡିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଆହତ ଯୁବକ ଠାରୁ ଅଭିଯୋଗ ପାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ରିପୋର୍ଟ: କୈଳାଶ ଚନ୍ଦ୍ର ଚୌଧୁରୀ.

Leave a Reply

Your email address will not be published. Required fields are marked *