ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା-କରପଡ଼ା ରାସ୍ତା କାଣ୍ଡେସର ଗ୍ରାମର ହରିଜନ ସାହି ନିକଟରେ ଆଜି ମଧ୍ୟାହ୍ନ ୧୨ଟାରେ ଏକ ଯାତ୍ରୀବାହୀ ଓ ଅଟୋ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, କାଣ୍ଡେସର ଗ୍ରାମର ସୀମାଞ୍ଚଳ ରେଡ୍ଡୀ (୪୯) ଓ କୁନ୍ତୀ ଗୌଡ଼ (୬୫)। ସୀମାଞ୍ଚଳ କୌଣସି କାମରେ ଦିଗପହଣ୍ଡି ଯାଇ ବାଇକ୍ରେ ଗାଁକୁ ଫେରିଥିଲେ। ଏହି ସମୟରେ ଗୋକର୍ଣ୍ଣପୁର ଛକରେ ବସ୍ ପାଇଁ ଅପେକ୍ଷା କରିଥିବା କୁନ୍ତୀଙ୍କୁ ସେ ଲିଫ୍ଟ୍ ଦେଇଥିଲେ।
Related Posts

ସୁଭଦ୍ରା’ ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ଟଙ୍କା ନେବା ମହଙ୍ଗା ପଡ଼ିଛି।
ସୁଭଦ୍ରା’ ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ଟଙ୍କା ନେବା ମହଙ୍ଗା ପଡ଼ିଛି। ଗିରଫ ହୋଇଛି CSCର ଜଣେ କର୍ମଚାରୀ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ପୁଲିସ୍ ଅଭିଯୁକ୍ତଙ୍କୁ…

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଉଦଯାପିତ ଅନ୍ତିମ ଦିବସରେ ସ୍ବସ୍ତି ଝଙ୍କାର ପକ୍ଷରୁ ‘ବିଶ୍ବାସର ଆତ୍ମଲିପି’ ନାଟକ ମଞ୍ଚସ୍ଥ
ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଉଦଯାପିତ ଅନ୍ତିମ ଦିବସରେ ସ୍ବସ୍ତି ଝଙ୍କାର ପକ୍ଷରୁ ‘ବିଶ୍ବାସର ଆତ୍ମଲିପି’ ନାଟକ ମଞ୍ଚସ୍ଥ ରାଉରକେଲା: ଓଡ଼ିଆ ଭାଷା…

ମାନସିକ ଅନଗ୍ରସର ଅନୁଷ୍ଠାନ ମାନସକୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ।
ମାନସିକ ଅନଗ୍ରସର ଅନୁଷ୍ଠାନ ମାନସକୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ। ସେମିଳିଗୁଡା : ୧୭,୮,୨୦୨୪:କୋରାପୁଟର ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଚାଲିଥିବା ଆବାସିକ ଅନୁଷ୍ଠାନ ମାନସକୁ ସେମିଳିଗୁଡାର…