ମୋ ବସ୍ ଧକ୍କାରେ ନାବାଳିକାର ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ବର ରଘୁନାଥପୁର ଅଞ୍ଚଳରେ ମୋ ବସ୍ ଧକ୍କାରେ ଗଲା ନାବାଳିକାର ଜୀବନ।ଦୁର୍ଘଟଣା ପରେ ରାସ୍ତା ବନ୍ଦ କଲେ ସ୍ଥାନୀୟ ଲୋକେ।
ସାଇକେଲରେ ଯାଉଥିବା ବେଳେ ୧୨ ବର୍ଷର ଝିଅକୁ ଧକ୍କା ଦେଲା ମୋ ବସ୍।
The Information Media 🇮🇳 HAPPY REPUBLIC DAY🇮🇳
Vasundhara Information and Media Group